Cuttack Durga Idol Immersion: Traditional Music Only, Complete Ban on DJ Vehicles
#ମେଲାଣି_ନେଲେ_ମା'
ଧରାପୃଷ୍ଠରୁ ଆଜି ବିଦାୟ ନେଉଛନ୍ତି ମାଆ। ସୁରୁଖୁରୁରେ ଭସାଣି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ମାଆଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସହରର ଚାରିପାଖରେ ଅସ୍ଥାୟୀ ପୋଖରୀ କରାଯାଇଛି । କୁଆଖାଇ, ଦୟାନଦୀ ନୂଆ ବ୍ରିଜ୍,ଟଙ୍କପାଣି ରାସ୍ତା ବାସୁଆଘାଇରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ବିସର୍ଜନ ପାଇଁ ପୂଜା ମଣ୍ଡପ ଗୁଡ଼ିକୁ ନମ୍ବରିଂ କରାଯାଇଛି । ଭସାଣରେ ଡିଜେ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।
#DurgaPuja#DurgaVisarjan#Cuttack#OdishaNews#MaaDurga#DurgaPuja2026#CommissioneratePolice#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।