Cuttack RTO and OMVD Seize Three School Buses: ବିନା ଫିଟନେସ୍ ଓ ପରମିଟରେ ଚାଲୁଥିବା ୩ ସ୍କୁଲ ବସ୍ ଜବତ
ବିନା ଫିଟନେସ୍ ଓ ପରମିଟରେ ଚାଲୁଛି ସ୍କୁଲ ବସ୍। ଧରାପଡ଼ିଲା ୩ଟି ଗାଡ଼ି। କଟକ ଆରଟିଓ ଓ ଓଏମ୍ ଭିଡି ପକ୍ଷରୁ ବାଙ୍କୀ ଅଞ୍ଚଳରେ ଚେକିଂ ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏଭଳି ୩ଟି ବସ୍ ଧରାପଡିଛି। ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ବେଳେ ଏଥିରେ ପର୍ମିଟ୍ ଓ ଫିଟନେସ୍ ସାର୍ଟିଫିକେଟ ନଥିବା ଜଣାପଡିଥିଲା। ତଥାପି ଏହି ବସ୍ ଗୁଡ଼ିକରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟତ କରାଯାଉଥିଲା।
ନିୟମ ଉଲ୍ଲଂଘନ ଅଭିଯୋଗରେ ୩ଟି ଗାଡ଼ିକୁ ଜବତ କରାଯାଇଛି। ଏବେ ଗାଡ଼ି ଗୁଡ଼ିକର ଅନ୍ୟାନ୍ୟ କାଗଜପତ୍ର ଓ ନିୟମ ଉଲ୍ଲଂଘନ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।...
ଫିଟନେସ୍ ଓ ପରମିଟ୍ ନଥାଇ ଚାଲୁଥିଲା ସ୍କୁଲ୍ ବସ୍
ପିଲାଙ୍କୁ ନେଇ ଯାଉଥିଲା, ଧରାପଡ଼ିଲା ୩ଟି ସ୍କୁଲ ବସ୍
ବିନା ଫିଟନେସ୍ ଓ ପରମିଟରେ ଚାଲୁଥିଲା ସ୍କୁଲ ବସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।