Cyclone Alert: President Droupadi Murmu Cancels Odisha Visit, Rescheduled for November 4
ବାତ୍ୟା ଆଶଙ୍କା ମଧ୍ୟରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବାତିଲ୍ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବିତ ଦୁଇ ଦିନିଆ ଓଡ଼ିଶା ଗସ୍ତ ବାତିଲ୍ କରାଯାଇଛି। ଆସନ୍ତା ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ୨୬ ତାରିଖରେ ବାତ୍ୟା ସୃଷ୍ଟି ହେବା ସହିତ ୨୮ ତାରିଖରେ ଲ୍ୟାଣ୍ଡଫଲ୍ ଆଶଙ୍କା ରହିଛି । ପ୍ରଭାବରେ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବିପଦକୁ ନଜରରେ ରଖି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିବା ଜଣାପଡ଼ିଛି। ତେବେ ୨୮ ତାରିଖ ପରିବର୍ତ୍ତେ ନଭେମ୍ବର ୪ତାରିଖରେ ରାଷ୍ଟ୍ରପତି ଆସିବା ନେଇ ସାନି କାର୍ଯ୍ୟସୂଚୀ ଜାରି ହୋଇଛି ।
#PresidentDroupadiMurmu#OdishaVisit#CycloneAlert#OdishaWeatherUpdate#Rairangpur#Mayurbhanj#CyclonePreparedness#HeavyRainfallAlert#OdishaNews#OdishaTV#OTV
President Droupadi Murmu's proposed two-day visit to Odisha has been cancelled in view of the potential cyclone threat. She was scheduled to visit Rairangpur in Mayurbhanj district on October 28 and 29.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।