Cyclone Arnab Aftermath: Massive Landslide Destroys Gidipabali Village in Ganjam, 12 Missing
#ଭୂସ୍ଖଳନରେ_ଛାରଖାର_ଗିଡ଼ିପାବାଲି_ଗାଁ
ବାତ୍ୟା ଅର୍ଣ୍ଣବ ଦକ୍ଷିଣ ଓଡ଼ିଶାକୁ ପ୍ରବଳ କ୍ଷତ ଓ କ୍ଷତି ଦେଇଛି। କେଉଁଠି ଉଜାଡିଛି ତ ଆଉ କେଉଁଠି ବୁଡ଼ାଇଛି। ଭସାଇ ନେଇଛି ଘରଦ୍ବାର, ରାସ୍ତାଘାଟ। ଧନଜୀବନକୁ ଛାରଖାର କରିଛି। ବର୍ଷା ପରେ ଭୟଙ୍କର ଭୂସ୍ଖଳନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଗିଡ଼ିପାବାଲି ଗାଁ ଧ୍ବଂସସ୍ତୁପ ପାଲଟିଛି। ଏବେ ସାମନାକୁ ଆସିଛି ପ୍ରଳୟ ପରର ଦୃଶ୍ୟ। ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି କିଭଳି ପାହାଡ଼ରୁ ଧସିଛି ମାଡ଼ି ଅତଡା। ଗିଡ଼ିପାବାଲି ଗାଁକୁ ପୋତି ଦେଇଛି ମାଟି, ପଥର। ଗାଁର ଚିହ୍ନବର୍ଣ୍ଣ ଆଉ ନାହିଁ। କେଉଁଠି ଘର ଥିଲା, କେଉଁଠି ରାସ୍ତା ଥିଲା କିଛି ଜଣା ପଡୁନି। ଖାଲି ଦିଶୁଛି ଧ୍ବଂସଲୀଳାର କରୁଣ ଚିତ୍ର। ଗାଈଗୋରୁ ଏଣେତେଣେ ବୁଲୁଥିବା ବେଳେ ପାହାଡ଼ ପାଦ ଦେଶରେ ଗୋଟିଏ ଦୁଇଟି ଘର ଦେଖିବାକୁ ମିଳୁଛି। ଗଞ୍ଜାମ-କନ୍ଧମାଳ ସୀମାରେ ଥିବା କିଲାପାଙ୍ଗା ପାହାଡ଼ ତଳେ ରହିଥିଲା ଗିଡ଼ିପାବାଲି ଗାଁ। ଭୂସ୍ଖଳନ ପରେ ଗାଁର ୧୨ ଜଣ ନିଖୋଜ ଅଛନ୍ତି। ୧୩ ଜଣ ପାହଡ଼ ପର୍ବତ ଡେଇଁ ଜିଲ୍ଲା ସୀମା ଡେଇଁ କନ୍ଧମାଳ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି ।
#OdishaNews_Ganjam#CycloneArnab#GanjamLandslide#GidipabaliVillage#Landslide#CycloneDamage#DisasterUpdate#RescueOperation#GidipabaliLandslide_Ganjam#CycloneArnab_Odisha#MissingPeople_Ganjam#OdishaTV#OTV
Cyclone Arnab has caused extensive damage across southern Odisha. Following heavy rainfall, a massive landslide struck Gidipabali village under Bhanjanagar block in Ganjam district, turning the village into a heap of debris. Mud and rocks cascading down the nearby Kilapanga Hill buried houses and roads, leaving little trace of the settlement.
The devastating aftermath has now come to light, with visuals showing widespread destruction. While cattle are seen wandering around the affected area, only a few houses remain visible near the foothills.
Gidipabali village is located near the Ganjam-Kandhamal border. Following the landslide, 12 people are reportedly missing, while 13 others crossed the hills and district border to take shelter in Kandhamal district.
Hashtags:
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।