Cyclone Arnab Relief: CM Announces ₹2,500 and 50 Kg Rice for Every Affected Family
#ମୁଖ୍ୟମନ୍ତ୍ରୀଙ୍କ_ବନ୍ୟା_ସହାୟତା_ଘୋଷଣା
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଘଟିଥିବା କ୍ଷୟକ୍ଷତି ନେଇ ବନ୍ୟା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଂଚଳର ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା ମିଳିବ। ୩୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ନିବେଶ ସହାୟତା ଦିଆଯିବ। ଚାଷଜମିରୁ ବାଲି ଓ ପଟୁମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ କିମ୍ବା ଗୁରୁତର କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ୧ ଲକ୍ଷ ୨୦ ହଜାର ଓ ପାର୍ବତ୍ୟ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ଦିଆଯିବ। ଗାଈ, ମଇଁଷି, ଛେଳି, ମେଣ୍ଢା ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମୃତ୍ୟୁ ପାଇଁ ନିର୍ଦ୍ଧାରିତ ହାରରେ ସହାୟତା ମିଳିବ।କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ଅସ୍ଥାୟୀ ଷ୍ଟଲ୍ ପାଇଁ ୧୦ ହଜାର ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫ ହଜାର ଟଙ୍କାର ଏକକାଳୀନ ସହାୟତା ମିଳିବ। କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ଓ ମାଛଚାଷ ପୋଖରୀର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ମିଳିବ।ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷତିଗ୍ରସ୍ତ କାରିଗରଙ୍କୁ ଉପକରଣ ଓ ସାମଗ୍ରୀ ନଷ୍ଟ ପାଇଁ ସହାୟତା ଦିଆଯିବ।...
#CycloneArnab#OdishaReliefPackage#MohanMajhi#FloodRelief
#FarmerCompensation#CropLoss#OdishaGovernment#DisasterRelief#CycloneArnabRelief#FinancialAssistanceForFarmers#OdishaFloodAssistance#OdishaTV#OTV
Chief Minister Mohan Charan Majhi has announced a comprehensive relief package for people affected by Cyclone Arnab. Every affected family will receive 50 kg of rice and ₹2,500 in assistance. Farmers whose crop loss is 30% or more will receive agricultural input assistance for up to two hectares. An additional ₹18,000 per hectare will be provided to remove sand and silt from agricultural land. Families with fully or severely damaged houses will get ₹1.2 lakh in plain areas and ₹1.3 lakh in hilly regions. Assistance will also be provided for the loss of livestock, while affected small traders, shop owners, fishermen, artisans and handloom workers will receive financial support for their losses.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।