EPFO Services Now Available on WhatsApp: Check PF Balance, Passbook and Transactions
#ହ୍ୱାଟ୍ସ_ଆପରେ_EPFO _ସେବା
ଏଣିକି ହ୍ୱାଟ୍ସ ଆପ୍ ଜରିଆରେ ମିଳିବ EPFO ସେବା। EPFO ଆକାଉଣ୍ଟର ପାସ୍ ବୁକ୍ ଯାଞ୍ଚ୍ ସହ କାରବାର ସମ୍ପର୍କରେ ସୂଚନା ପାଇ ପାରିବେ ଉପଭୋକ୍ତା। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ EPFO ସଦସ୍ୟମାନଙ୍କ ପାଇଁ WhatsApp ସେବା ଆରମ୍ଭ କରିଛନ୍ତି, ଯାହା ଦ୍ବାରା PF ବାଲାନ୍ସ ଯାଞ୍ଚ କରିପାରିବେ, ପାସବୁକ୍ ବିବରଣୀ ପାଇପାରିବେ ଏବଂ ସେମାନଙ୍କର ଶେଷ ପାଞ୍ଚଟି କାରବାର ମଧ୍ୟ ଦେଖିପାରିବେ। ଏହି ସୁବିଧା PMVBRY ଯୋଜନା ଅଧୀନରେ ପ୍ରଦାନ କରାଯିବ । ଫଳରେ EPFO ଗ୍ରାହକମାନଙ୍କୁ ଆଉ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟ ସୂଚନା ପାଇବାକୁ EPFO କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି। ସେହିଭଳି ୧ ହଜାର ଟଙ୍କା ପର୍ଯ୍ୟନ୍ତ ଥିବା ଅଚଳ ଆକାଉଣ୍ଟରେ କ୍ଲେମ୍ ମଧ୍ୟ ହ୍ବାଟ୍ସ ଆପ୍ ଜରିଆରେ କରିହେବ । ଆଜି ନୂଆଦିଲ୍ଲୀରେ EPFOର ୭୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ନୂଆ ସେବା ଓ ସୁବିଧା ଆରମ୍ଭ କରାଯାଇଛି।
#EPFO#PFBalance#WhatsAppService#MansukhMandaviya
#EPF#ProvidentFund#EPFPassbook#PFAccount
#CheckPFBalanceOnline#EPFServicesOnWhatsApp#EPFOUpdate
#OdishaTV#OTV
EPFO members can now access several Provident Fund services through WhatsApp. Union Labour Minister Mansukh Mandaviya has launched the new facility, allowing subscribers to check their PF balance, access passbook details and view their last five transactions. The service has been introduced under the PMVBRY scheme. Members can also submit claims for inactive accounts with balances of up to ₹1,000 through WhatsApp, eliminating the need to visit EPFO offices for these services. The facilities were launched in New Delhi during the celebration of EPFO's 74th Foundation Day.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।