Typhoon Champi Batters Taiwan: Terrifying Videos Show Giant 26-Foot Waves

Oct 24, 2026 - 12:12
Typhoon Champi Batters Taiwan: Terrifying Videos Show Giant 26-Foot Waves

#ସାମୁଦ୍ରିକ_ଝଡ଼_ଚାମ୍ପି #ଆସିଲା_ଛାତିଥରା_ଭିଡିଓ
ତାଇୱାନରେ ସାମୁଦ୍ରିକ ଝଡ଼ ‘ଚାମ୍ପି’ର ତାଣ୍ଡବ । ସାମ୍ନାକୁ ଆସିଲା ଛାତି ଥରାଇଦେବା ଭଳି ଭିଡିଓ । ସୁ.. ସୁ.. ଗର୍ଜନ କରି ଆତଙ୍କ ସୃଷ୍ଟି କରିଛି ସାମୁଦ୍ରିକ ଝଡ଼। ପୂର୍ବ ଉପକୂଳରେ ପ୍ରାୟ ୨୬ ଫୁଟ୍ ଉଚ୍ଚର ବିଶାଳ ସାମୁଦ୍ରିକ ଜୁଆର ମାଡି ଆସିଛି। ଏହାକୁ ୨୦୨୬ମସିହାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ଝଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୪ ଜଣ ଆହତ ହୋଇଛନ୍ତି। ୭୭ ହଜାରରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଝଡ଼ ଯୋଗୁଁ ପ୍ରାୟ ୧,୦୦୦ ବିମାନ ଉଡ଼ାଣ ବାତିଲ ହୋଇଥିବା ବେଳେ ୧,୨୮୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍କୁଲ, ଅଫିସ୍ ଓ ପରିବହନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତାଇୱାନ ନିକଟରେ ପହଞ୍ଚିବା ପୂର୍ବରୁ ଚାମ୍ପି ଏକ ସୁପର ଟାଇଫୁନ୍ ର ଶକ୍ତି ହାସଲ କରିଥିଲା। ପରେ ଏହାର ତୀବ୍ରତା ହ୍ରାସ ପାଇଥିଲେ ମଧ୍ୟ ପ୍ରବଳ ପବନ ଓ ବିଶାଳ ଜୁଆର ଯୋଗୁଁ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି।
#OTV#TyphoonChampi#TaiwanStorm#Typhoon#GiantWaves#StormVideo#ExtremeWeather#NaturalDisaster#WorldNews#WeatherUpdate#TaiwanNews#OdishaTV

Terrifying footage has emerged from Taiwan as Typhoon Champi brings powerful winds and massive waves to the island’s eastern coast. Waves reportedly reaching around 26 feet have surged towards coastal areas, creating dangerous conditions. According to preliminary reports in the supplied news, one person has died and 94 others have been injured. More than 77,000 households have faced power disruptions, around 1,000 flights have been cancelled, and 1,286 people have been evacuated to safer locations. Schools, offices and transport services have also been severely affected. Champi reportedly reached super typhoon strength before approaching Taiwan, although its intensity later weakened. However, strong winds and huge waves continue to raise concerns about possible damage in coastal areas.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।