Cyclone Threat Again? IMD DG Gives Major Update on Depression in Bay of Bengal
#ପୁଣି_ବାତ୍ୟା? #IMD_ଡିଜି_କହିଦେଲେ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଧୀରେ ଧୀରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିବା ନେଇ OTVକୁ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ରାତି ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ବାତ୍ୟାରେ ପରିଣତ ହେବାର ରହିଛି ସମ୍ଭାବନା । ବାତ୍ୟାର ରୂପ ନେବା ପରେ ଆସନ୍ତା ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ । ଏହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ତୁଳନାରେ ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା କମ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି IMD ଡିଜି ।
#WeatherUpdate_MrutyunjayMohapatra#CycloneAlert_BayOfBengal#IMD_Odisha#AndhraPradeshWeather#BayOfBengalDepression#CycloneWarning#HeavyRainfall#WeatherForecast
#BayOfBengalCyclone_Odisha#CycloneAlert_AndhraPradesh#HeavyRainfall_SouthOdisha#OdishaTV#OTV
A depression has formed over the southeast Bay of Bengal and is gradually intensifying. Speaking to OTV, IMD Director General Dr. Mrutyunjay Mohapatra said the system may intensify into a deep depression by tonight and could develop into a cyclonic storm tomorrow. Moving west-northwestwards, the potential cyclone may cross the Andhra Pradesh coast on the morning of November 3, with maximum wind speeds estimated at around 100 kmph.
Dr. Mohapatra clarified that the intensity of this potential cyclone is likely to be lower than Cyclone Arnab.
Under its influence, southern Odisha may experience heavy rainfall on November 3 and 4.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।