MLA Purnachandra Sethi Faces Public Anger: ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଠେଲାପେଲା, ପୁରୁଷୋତ୍ତମପୁରରେ ଉତ୍ତେଜନା
ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବିଧାୟକଙ୍କୁ ଆକ୍ରମଣ ।
ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ବନ୍ୟା ସ୍ଥିତି ସମୀକ୍ଷା ବେଳେ ଘଟିଛି ଏଭଳି ଅପ୍ରୀତିକର ଘଟଣା ।
ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ଓ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ରହିଥିଲା ତୀବ୍ର ଅସନ୍ତୋଷ ।
Advertisment ଏହି ସମୟରେ ହଠାତ୍ ଉତ୍ତେଜନା ବଢ଼ିବା ସହ ବିଧାୟକଙ୍କୁ ଘେରି ଯାଇଥିଲେ ଲୋକେ ।
ଠେଲାପେଲା କରିଥିବା ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଅନ୍ୟପଟେ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ବନ୍ୟା ସ୍ଥିତି ସମୀକ୍ଷା ବେଳେ ପୁରୁଷୋତ୍ତମପୁରରେ ଆକ୍ରମଣ ବେକରେ ଗାମୁଛା ପକାଇ ଉତ୍ତେଜିତ ଲୋକଙ୍କ ଠେଲାପେଲା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।