Deadline: ଆଇପିଏଲ୍ ଖେଳାଳି ରିଟେନ୍‌ସନ୍ ୨ ଦିନ ବଢ଼ିଲା

Nov 02, 2026 - 22:19
Deadline: ଆଇପିଏଲ୍ ଖେଳାଳି ରିଟେନ୍‌ସନ୍ ୨ ଦିନ ବଢ଼ିଲା

ମୁମ୍ବାଇ: ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ଖେଳାଳି ରିଟେନ୍‌ସନ୍ ତାଲିକା ଦାଖଲ ସମୟସୀମାକୁ ୨ ଦିନ ବଢ଼ାଇଛି ବିସିସିଆଇ।

ଏବେ ଦଳଗୁଡ଼ିକ ନଭେମ୍ବର ୧୭ ସୁଦ୍ଧା ନିଜ ନିକଟରେ ରଖିବା ଓ ଛାଡ଼ିବାକୁ ଥିବା ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିପାରିବେ।

Advertisment ଆହୁରି ପଢନ୍ତୁ : Dead: ସମୁଦ୍ରରେ ଭାସିଗଲେ ୩ ବେଙ୍ଗାଲୁରୁ ଇଞ୍ଜିନିୟର୍‌ ପୂର୍ବରୁ ଏହି ସମୟସୀମା ନଭେମ୍ବର ୧୫ ଥିଲା।

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ନଭେମ୍ବର ୧୫ରେ ଥିବାରୁ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ତେବେ ଆଇପିଏଲ୍ ମିନି ନିଲାମ ଡିସେମ୍ବର ୧୬ରେ ଗୋଆରେ ହେବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।