Death: କ୍ଷେତରେ କାମ କରୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧ
"କୁଜଙ୍ଗ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ଗ୍ରାମପଞ୍ଚାୟତ ଅଧୀନ ହାତୀକେନା ବାଲିସାହି ଆଦିତ୍ୟ ନାୟକଙ୍କ ଘରେ ଦୀର୍ଘ ୮ ବର୍ଷ ଧରି ଘର କାମ କରିବା ସହିତ ବିଲ କାର୍ଯ୍ୟ କରନ୍ତି।
ଆଜି ସକାଳେ କ୍ଷେତ କାର୍ଯ୍ୟ କରୁଥିବା ବେଳେ ହାମରା ସିଂ (୬୦) ବିଲରେ ହଠାତ୍ ପଡିଯାଇଥିଲେ।Advertisment ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ଘର ମାଲିକ ଆଦିତ୍ୟ ନାୟକଙ୍କ ପୁଅ ଅଜିତ ନାୟକ କାର୍ଯ୍ୟରତ ହାମରା ସିଂଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତକ ମୟୂରଭଞ୍ଜର ବାସିନ୍ଦା ହୋଇଥିବାରୁ ଘରକୁ ନଜଣେଇ କେସକୁ ରଫାଦଫା କରିବାକୁ ଘର ମାଲିକ ଆଦିତ୍ୟ ନାୟକ ରାଜନୈତିକ ବ୍ୟକ୍ତିଙ୍କୁ ହାତରେ ରଖି ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।
Youth Jumps: ସୁବର୍ଣ୍ଣରେଖା ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।