Delhi High Court: ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତି ସୁଯୋଗ

Sep 07, 2026 - 17:06
Delhi High Court: ଦିଲ୍ଲୀ ହାଇକୋର୍ଟରେ ନିଯୁକ୍ତି ସୁଯୋଗ

"ଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ବ୍ୟକ୍ତିଗତ ସହାୟକ ଏବଂ ବ୍ୟକ୍ତିଗତ ସହାୟକ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିଯୁକ୍ତି ଅଭିଯାନରେ ମୋଟ ୧୫୦ ଜଣଙ୍କୁ ଚୟନ କରାଯିବ।

ସେଥିମଧ୍ୟରୁ ବରିଷ୍ଠ ବ୍ୟକ୍ତିଗତ ସହାୟକ ପାଇଁ ୧୧୭ଟି ଏବଂ ବ୍ୟକ୍ତିଗତ ସହାୟକ ପାଇଁ ୩୩ଟି ପଦ ରହିଛି।

ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇ ଅକ୍ଟୋବର ୫ ଯାଏଁ ଚାଲିବ।Advertisment ଆବେଦନ କରିବା ପାଇଁ ପ୍ରାର୍ଥୀ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ।

ଏଥିସହ କମ୍ପ୍ୟୁଟର ସମ୍ପର୍କରେ ଜ୍ଞାନ ଏବଂ ଭଲ ଟାଇପିଂ ଦକ୍ଷତା ରହିବା ଦରକାର।

୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍‌ଆଇ ଓ ଏଆର୍‌ଆଇ ୨୦୨୬ ଜାନୁଆରୀ ୧ ତାରିଖକୁ ଆଧାର କରି ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ ହୋଇଥିବା ଆବଶ୍ୟକ।

ଏସ୍‌ସି ଓ ଏସ୍‌ଟି ବର୍ଗ ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସିଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସରେ ଛାଡ଼ ମିଳିବ।

ପ୍ରାର୍ଥୀଙ୍କ ଚୟନ ଇଂରାଜୀ ଟାଇପିଂ ପରୀକ୍ଷା, ଇଂରାଜୀ ଶର୍ଟହାଣ୍ଡ୍‌ ପରୀକ୍ଷା, ବର୍ଣ୍ଣନାତ୍ମକ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ।

ଇଂରାଜୀ ଶର୍ଟହାଣ୍ଡ୍‌ ପରୀକ୍ଷା ୧୨୦ ମାର୍କ, ବର୍ଣ୍ଣନାତ୍ମକ ପରୀକ୍ଷା ୧୦୦ ମାର୍କ ଏବଂ ସାକ୍ଷାତକାର ୧୫ ମାର୍କର ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।