Delhi Police: ସୌରଭ ଦାସ-ଆଶୁତୋଷ ରାଙ୍କାକୁ ୩ଟି ମାମଲାରେ ପଚରାଉଚରା ପାଇଁ ସମନ ଜାରି କଲା ଦିଲ୍ଲୀ ପୁଲିସ

Nov 05, 2026 - 12:30
Delhi Police: ସୌରଭ ଦାସ-ଆଶୁତୋଷ ରାଙ୍କାକୁ ୩ଟି ମାମଲାରେ ପଚରାଉଚରା ପାଇଁ ସମନ ଜାରି କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ପଚରାଉଚରା ପାଇଁ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କୁ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ସମନ କରିଛି।

ପଚରାଉଚରା ଦିନ ୧୨ଟାରେ ରାଜୌରୀ ଗାର୍ଡେନ୍ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଆରମ୍ଭ ହେବ।

ଉଭୟ ନେତା ପୂର୍ବାହ୍ନ ପ୍ରାୟ ୧୧:୧୫ ସମୟରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

Advertisment ତଦନ୍ତ କରୁଛି ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ସେମାନଙ୍କୁ ବିନା ଅନୁମତିରେ ଜନ୍ତରମନ୍ତରରେ ପ୍ରବେଶ କରିବା ସମେତ ତିନୋଟି ପୃଥକ ଅଭିଯୋଗରେ ପଚରାଉଚରା କରାଯିବ ବୋଲି କୁହାଯାଉଛି।

ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା, ବିନା ଅନୁମତିରେ ଜନ୍ତରମନ୍ତରରେ ପ୍ରବେଶ କରିବା ଏବଂ ଅନ୍ୟର ସମ୍ପତ୍ତି ଉପରେ ଅନୁପ୍ରବେଶ କରିବା ଭଳି ମାମଲାଗୁଡ଼ିକର ତଦନ୍ତ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ କରୁଛି ।

ଏହି ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଅନୁମାନ କରାଯାଉଛି।

Delhi AQI: ବାୟୁ ପ୍ରଦୂଷଣ: ସଙ୍ଗୀନ ଶ୍ରେଣୀରେ ରାଜଧାନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।