Double Murder: ପ୍ରେମ ପାଇଁ ଡ଼ବଲ ମର୍ଡ଼ର! ପୁଅ ପରେ ବାପାଙ୍କ ମୃତ୍ୟୁ
ଖଣ୍ଡଗିରି କୋଳଥିଆ ଛକ ଆକ୍ରମଣ ଘଟଣାରେ ପୁଅ ପରେ ଏବେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ। ଗତକାଲି ପୁଅ କୃଷ୍ଣ ପାଢ଼ୀଙ୍କୁ ପିଟି ପିଟି ହତ୍ୟା କରିଥିଲେ ଦୁର୍ବୁତ୍ତ। ପୁଅକୁ ବଞ୍ଚାଇବାକୁ ଯାଇ ବାପା ଓ ଭଉଣୀ ମଧ୍ୟ ହୋଇଥିଲେ ଗୁରୁତର। ସମସ୍ତ ଗୁରୁତରଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା।
ଶେଷରେ ବାପା ହିମାଂଶୁ ପାଢ଼ୀଙ୍କ ମୃତ୍ୟୁ ହୋଇଛି। ଶେଷରେ ବାପା ହିମାଂଶୁଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସର ସୂଚନା। ଏବେବି ଭଉଣୀ ଚିକିତ୍ସାଧୀନ। ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।