Earthquake: ଇଣ୍ଡୋନେସିଆରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୯

Oct 04, 2026 - 08:36
Earthquake: ଇଣ୍ଡୋନେସିଆରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୯
ଦେଶ- ବିଦେଶ

Earthquake: ଇଣ୍ଡୋନେସିଆରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୫.୯

ଇଣ୍ଡୋନେସିଆର ସୁମ୍ବାୱା ଅଞ୍ଚଳରେ ରବିବାର ସକାଳୁ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।