Elderly Devotee Allegedly Beaten Near Puri Shree Mandir, Video Goes Viral
#ଅଭାବନୀୟ_ଦୃଶ୍ୟ #ବୟୋଜ୍ୟେଷ୍ଠ_ଭକ୍ତଙ୍କୁ_ମାଡ଼
ପୁରୀ ଶ୍ରୀମନ୍ଦିର ନିକଟରେ ଅଭାବନୀୟ ଦୃଶ୍ୟ । ଜଣେ ବୟୋଜ୍ୟେଷ୍ଠ ଭକ୍ତଙ୍କୁ ଜଣେ ଯୁବକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଭିଡିଓରେ ଯୁବକ ଜଣକ ବୟସ୍କ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ମାଡ଼ରୁ ବର୍ତ୍ତିବା ପାଇଁ ବୟୋଜ୍ୟେଷ୍ଠ ଭକ୍ତ ଜଣକ ଦୌଡ଼ି ପଳାଉଥିବା ମଧ୍ୟ ଦୃଶ୍ୟମାନ ହେଉଛି। ଭିଡିଓରେ ଯୁବକ ଜଣକ ପାରମ୍ପରିକ ପୋଷାକରେ ଥିବା ଦେଖାଯାଉଛି। ତେବେ ସେ ମନ୍ଦିରର ସେବାୟତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ତାହା ମଧ୍ୟ ଜଣାପଡ଼ିନାହିଁ। ତେବେ ବୟୋଜ୍ୟେଷ୍ଠ ଭକ୍ତଙ୍କୁ ଏଭଳି ମାଡ଼ ମାରିବା ଘଟଣାକୁ ନେଇ ଉଠିଛି ପ୍ରଶ୍ନ। ଭାଇରାଲ୍ ଭିଡିଓର ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ପାଇଁ ଦାବି ହେଉଛି।
#PuriShreeMandir#Puri#JagannathTemple#ElderlyDevotee#ViralVideo#TempleNews#OdishaNews#PuriNews#OdishaCulture#OdishaTV#OTV
An elderly devotee was allegedly beaten by a young man near Puri Shree Mandir, with a video of the incident now going viral. The video appears to show the young man chasing and assaulting the elderly devotee, who is seen running away to escape the beating. The youth is seen wearing traditional attire, but it is not clear whether he is a temple servitor. The circumstances leading to the incident are also unknown. Questions have been raised over the alleged assault, with demands for verification of the viral video, clarification of the facts and necessary action against those involved.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।