Elderly Man Injured in Sudden Bear Attack: ଶୌଚ ପାଇଁ ଯାଇଥିଲେ, ପଛପଟୁ ଆସି ଦୁଇ ଭାଲୁ କଲେ ଆକ୍ରମଣ

Oct 01, 2026 - 14:53
Elderly Man Injured in Sudden Bear Attack: ଶୌଚ ପାଇଁ ଯାଇଥିଲେ, ପଛପଟୁ ଆସି ଦୁଇ ଭାଲୁ କଲେ ଆକ୍ରମଣ

ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର। ନୀଳଗିରି ଔପଦା ଜୁରିଆପାଟଣା ଗାଁର ୭୫ ବର୍ଷୀୟ କୈଳାଶ ଧାଉଁଡିଆ ନାମକ ବୃଦ୍ଧ ଘରୁ ବାହାରକୁ ଶୌଚ ହେବା ପାଇଁ ଯାଇଥିଲେ। ଶୌଚ ସମୟରେ ପଛପଟୁ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ପଡୋଶୀ ଆସିଯିବାରୁ ବୃଦ୍ଧଙ୍କୁ ଛାଡି ବିଲ ରାସ୍ତାକୁ ପଳାଇଥିଲେ ଭାଲୁ।

ଭାଲୁ ଯିବା ସମୟରେ ପୁଣି ପଡୋଶୀ ମହିଳାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା, ହେଲେ ତାର ବାଡ ଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଦୁଇଟି ଭାଲୁ ଦେବଗିରି ପାହାଡକୁ ପଳେଇ ଯାଇଥିଲେ। ଖବରପାଇ କୁଳଡିହା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହସ୍ପିଟାଲ ପଠାଇଥିଲେ।..

ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର
ଜୁରିଆପାଟଣା ଗାଁର ୭୫ ବର୍ଷୀୟ କୈଳାଶ ଧାଉଁଡିଆ 
ଘରୁ ବାହାରକୁ ଶୌଚ ହେବା ପାଇଁ ଯାଇଥିଲେ
ପଛପଟୁ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିଥିଲେ
ପଡ଼ୋଶୀ ମହିଳାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ 
ଭାଲୁ ଦେବଗିରି ପାହାଡ଼କୁ ପଳାଇ ଯାଇଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।