Explore Goa on a budget : କମ ଖର୍ଚ୍ଚରେ ବୁଲନ୍ତୁ ଗୋଆ

Oct 09, 2026 - 23:41
Explore Goa on a budget : କମ ଖର୍ଚ୍ଚରେ ବୁଲନ୍ତୁ ଗୋଆ

"ଅକ୍ଟୋବର ମାସ ଆରମ୍ଭ ହୋଇଗଲାଣି।

ଆଉ ଏହା ସହ ଛୁଟି କାଟିବାକୁ ମନପସନ୍ଦର ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସମସ୍ତେ ପ୍ଲାନ୍ କରିବା ଆରମ୍ଭ କଲେଣି।

ତେବେ ଏଥର ଆପଣ ଗୋଆ ବୁଲିବାକୁ ଯିବାକୁ ଚାହୁଁଛନ୍ତି କି ?

ଭାରତର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଗୋଆ ।

ସମୁଦ୍ର, ବେଳାଭୂମି, ସୂର୍ଯ୍ୟାସ୍ତ ଆଉ ପୁରୁଣା ସ୍ଥାପତ୍ୟ ଗୋଆର ଆକର୍ଷଣ ସମସ୍ତଙ୍କୁ ଟାଣିଥାଏ।

ହେଲେ ଅଧିକ ଖର୍ଚ୍ଚ ହେବ ବୋଲି ଭାବି ଅନେକ ଲୋକ ଗୋଆ ଯିବାର ପ୍ଲାନ୍ ବାତିଲ କରିଦିଅନ୍ତି ।

କିନ୍ତୁ ଗୋଆ ବୁଲିବା ପାଇଁ ସବୁବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବା ଜରୁରୀ ନୁହେଁ ।

ଗୋଆରେ ଏମିତି କିଛି ସ୍ଥାନ  ଅଛି ଯାହାକୁ ଆପଣ ମାଗଣାରେ ମଧ୍ୟ ବୁଲି ଉପଭୋଗ କରିପାରିବେ ।

ତେବେ କମ୍ ଖର୍ଚ୍ଚରେ କିପରି ବୁଲିବେ ଗୋଆ  ଆସନ୍ତୁ ଜାଣିବା ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।