Fire: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସୁନ୍ଦରଗଡ଼ ଶାଖାରେ ଲାଗିଲା ନିଆଁ
"ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଲାଗିଲା ନିଆଁ।
ଆଜି ସକାଳ ୮ଟାରେ ହଠାତ ସୁନ୍ଦରଗଡ଼ ମୁଖ୍ଯ ଡାକଘର ସମ୍ମୁଖ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଲାଗିଲା ନିଆଁ।
ନିଆଁରେ ବ୍ଯାଙ୍କ କାଗଜପତ୍ର ସହ ଅନ୍ଯ ଆସବାବପତ୍ର ଜଳି ଯାଇଥିବା ସୂଚନା।Advertisment ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଉଦ୍ଯମ କରୁଛନ୍ତି ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବାକୁ ଉଦ୍ଯମ କରୁଛନ୍ତି।
ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ବ୍ଯାଙ୍କ ଭିତରେ ନିଆଁ ଓ ଧୂଆଁ ଭରିଯାଇଥିବାରୁ କେତେ କଣ ଜଳିଛି ସ୍ପଷ୍ଟ ଚିତ୍ର ମିଳିନାହିଁ।
ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବ୍ଯାଙ୍କରେ ନିଆଁ କିଛି ସମୟ ପାଇଁ ଲୋକଙ୍କ ଆତଙ୍କିତ କରିଥିଲା।
Fire: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୪ ବଖରା ଘର ଜଳିଗଲା, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।