Five Baby Orangutans In Distress At Nandankanan, Growing Up Without Their Mother

Sep 10, 2026 - 22:05
Five Baby Orangutans In Distress At Nandankanan, Growing Up Without Their Mother

#ଡିପ୍ରେସନରେ_ଓରାଙ୍ଗଉଟାନ୍ #ମାଆ_ବିନା_କେମିତି_କଟିବ_ଜୀବନ?
କେହି ଜାଣିନାହାନ୍ତି ପାଞ୍ଚଟି ଶିଶୁ ଓରାଙ୍ଗଉଟାନ କେତେ ଦୂରରୁ ଆସିଛନ୍ତି । ସେମାନଙ୍କ ମା' କେଉଁଠି ଅଛି । ଆଉ ସବୁଠାରୁ ବଡ଼ ପ୍ରଶ୍ନ - ଏମାନେ ଓଡ଼ିଶାର ଜଙ୍ଗଲକୁ ଆସିଲେ କିପରି? ଏବେ ସେମାନେ ସୁରକ୍ଷିତ । ଖାଦ୍ୟ ମିଳୁଛି, ଚିକିତ୍ସା ମିଳୁଛି, ମୁଣ୍ଡ ଉପରେ ଛାତ ଅଛି । କିନ୍ତୁ…ସେମାନଙ୍କ ମନରେ ଖୁସିନାହିଁ। ମଣିଷ ଶିଶୁ ଭଳି ଓରାଙ୍ଗଉଟାନ୍ ଶିଶୁଙ୍କ ପାଇଁ ମା’ ହେଉଛି ସବୁକିଛି। ସେଥିପାଇଁ ନନ୍ଦନକାନନରେ ଏହି ଛୁଆମାନଙ୍କ ପାଇଁ କେବଳ ଔଷଧ ନୁହେଁ, ଦିଆଯାଉଛି ଆଶ୍ରୟ । ନରମ ଖେଳନା, ନିୟନ୍ତ୍ରିତ ତାପମାତ୍ରା ଓ ନିରନ୍ତର ଯତ୍ନ ।
#Orangutans#Nandankanan#BabyOrangutans#WildlifeRescue#OdishaWildlife#AnimalCare#WildlifeNews#OrangutanRescue#NandankananZoo#OdishaNews#OdishaTV#OTV

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।