Flying saucer: ଆକାଶରେ ଦେଖାଗଲା ଉଡ଼ନ୍ତା ଥାଳି

Sep 27, 2026 - 05:06
Flying saucer: ଆକାଶରେ ଦେଖାଗଲା  ଉଡ଼ନ୍ତା ଥାଳି

"ରାତିର ଆକାଶ ଚାରିଆଡ଼େ ଅନ୍ଧାର ।

ହଠାତ୍ ଆକାଶରେ ଦେଖାଗଲା ଏକ ଝଲସୁଥିବା ଆଲୋକ ।

କେତେବେଳେ ଧଳା ତ କେତେବେଳେ ବଦଳୁଥିଲା ଆଲୋକର ରଙ୍ଗ ।

ଦୃଶ୍ୟ ଥିଲା ଏମିତି ଯେ ଯିଏ ଦେଖିଲା ସିଏ ଅଟକିଗଲା ।

ଏହି ଅଜବ ଜିନିଷକୁ ଦେଖି କିଏ ମୋବାଇଲ୍ ବାହାର କରି ଭିଡିଓ କଲାଣି ତ  ଆଉ କିଏ ଆକାଶକୁ ଚାହିଁ ରହିଲା ।

ଦେଖୁ ଦେଖୁ ସେହି ଦୃଶ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଘୁରିବାକୁ ଲାଗିଲା ।

ଆଉ ତା"ପରେ ଆରମ୍ଭ ହେଲା ଚର୍ଚ୍ଚା ।

କିଛି ଲୋକ ଏହାକୁ UFO ସହ ତୁଳନା କଲେ ତ ଆଉ କିଏ ଏହାକୁ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଉଡ଼ନ୍ତା ବସ୍ତୁ ବୋଲି କହିଲେ ।

ତେବେ ପ୍ରକୃତରେ ଏହି ରହସ୍ୟମୟ ଆଲୋକ କଣ  ?

ଆସନ୍ତୁ ଜାଣିବା Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।