Flying saucer: ଆକାଶରେ ଦେଖାଗଲା ଉଡ଼ନ୍ତା ଥାଳି
"ରାତିର ଆକାଶ ଚାରିଆଡ଼େ ଅନ୍ଧାର ।
ହଠାତ୍ ଆକାଶରେ ଦେଖାଗଲା ଏକ ଝଲସୁଥିବା ଆଲୋକ ।
କେତେବେଳେ ଧଳା ତ କେତେବେଳେ ବଦଳୁଥିଲା ଆଲୋକର ରଙ୍ଗ ।
ଦୃଶ୍ୟ ଥିଲା ଏମିତି ଯେ ଯିଏ ଦେଖିଲା ସିଏ ଅଟକିଗଲା ।
ଏହି ଅଜବ ଜିନିଷକୁ ଦେଖି କିଏ ମୋବାଇଲ୍ ବାହାର କରି ଭିଡିଓ କଲାଣି ତ ଆଉ କିଏ ଆକାଶକୁ ଚାହିଁ ରହିଲା ।
ଦେଖୁ ଦେଖୁ ସେହି ଦୃଶ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଘୁରିବାକୁ ଲାଗିଲା ।
ଆଉ ତା"ପରେ ଆରମ୍ଭ ହେଲା ଚର୍ଚ୍ଚା ।
କିଛି ଲୋକ ଏହାକୁ UFO ସହ ତୁଳନା କଲେ ତ ଆଉ କିଏ ଏହାକୁ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଉଡ଼ନ୍ତା ବସ୍ତୁ ବୋଲି କହିଲେ ।
ତେବେ ପ୍ରକୃତରେ ଏହି ରହସ୍ୟମୟ ଆଲୋକ କଣ ?
ଆସନ୍ତୁ ଜାଣିବା Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।