Former Woman Jailer Accuses Ex-Jail DG: ପୂର୍ବତନ ଜେଲ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା, ହାଇକୋର୍ଟ ଉଠାଇଲେ ବଡ଼ ପ୍ରଶ୍ନ

Nov 06, 2026 - 18:18
Former Woman Jailer Accuses Ex-Jail DG: ପୂର୍ବତନ ଜେଲ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା, ହାଇକୋର୍ଟ ଉଠାଇଲେ ବଡ଼ ପ୍ରଶ୍ନ

ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ କଟକ ଚୌଦ୍ବାର ଜେଲର ଜଣେ ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ମାମଲା।

ଆସନ୍ତା ୧୧ ତାରିଖରେ ହାଇକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି।

ଦୀର୍ଘ ଦିନ ପରେ ମାମଲା ରୁଜୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।

ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଅଭିଯୋଗ ଆଣିଥିଲେ ମହିଳା ଜେଲର।

Advertisment ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ମାମଲାରେ ଗିରଫଦାରୀରୁ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ।

ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ଏବଂ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ।

ଆସନ୍ତା ୧୧ ତାରିଖରେ ମାମଲାରେ ରହିଛି ପରବର୍ତ୍ତୀ ଶୁଣାଣି ।

ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା ଦୀର୍ଘ ଦିନ ପରେ ମାମଲା ରୁଜୁ ନେଇ ପ୍ରଶ୍ନ ଉଠାଇଲେ ହାଇକୋର୍ଟ ଆସନ୍ତା ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଅଭିଯୋଗ ଆଣିଥିଲେ ମହିଳା ଜେଲର Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।