Illegal Firecracker Manufacturing Unit Busted: ଦୀପାବଳି ପୂର୍ବରୁ ରାଜଧାନୀରେ ପୋଲିସର ବଡ଼ ଆକ୍ସନ୍, ୫୦ ହଜାର ବାଣ ଜବତ

Nov 06, 2026 - 19:22
Illegal Firecracker Manufacturing Unit Busted: ଦୀପାବଳି ପୂର୍ବରୁ ରାଜଧାନୀରେ ପୋଲିସର ବଡ଼ ଆକ୍ସନ୍, ୫୦ ହଜାର ବାଣ ଜବତ

ଦୀପାବଳି ପୂର୍ବରୁ ରାଜଧାନୀରେ ବେଆଇନ ବାଣ କାରବାର ଉପରେ ପୋଲିସର ବଡ଼ ଆକ୍ସନ୍।

ଏୟାରଫିଲ୍ଡ ଥାନା ପଞ୍ଚୁପଲ୍ଲୀରେ ଚାଲିଥିଲା ବେଆଇନ ବାଣ ତିଆରି କାରଖାନା।

ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲା ଏୟାରଫିଲ୍ଡ ଥାନା ପୋଲିସ।

ଚଢ଼ାଉ ବେଳେ ଯାହା ମିଳିଲା, ତାହା ଦେଖି ପୋଲିସ ବି ତାଜୁବ୍।

Advertisment ଜବତ ହେଲା ପ୍ରାୟ ୫୦ ହଜାର ଦେଶୀ ବାଣ।

କେବଳ ବାଣ ନୁହେଁ, ବାଣ ତିଆରିରେ ବ୍ୟବହୃତ ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଚିତ୍ତରଞ୍ଜନ ଜେନାକୁ କାବୁ କରିଛି ପୋଲିସ।

ରାଜଧାନୀରେ ବେଆଇନ ବାଣ କାରବାର ପଞ୍ଚୁପଲ୍ଲୀରେ ଚାଲିଥିଲା ବେଆଇନ ବାଣ ତିଆରି କାରଖାନା ଖବର ପାଇ ଚଢାଉ କରି ବାଣ ଜବତ କଲା ପୋଲିସ ୫୦ହଜାର ଦେଶୀ ବାଣ ଜବତ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।