Gajalaxmi Puja Pandal Collapses: ରାଜଧାନୀରେ ବାତ୍ୟାର ପ୍ରକୋପ, ପବନରେ ଭାଙ୍ଗି ପଡ଼ିଲା ବିଶାଳ ଲକ୍ଷ୍ମୀପୂଜା ପେଣ୍ଡାଲ

Oct 28, 2026 - 14:43
Gajalaxmi Puja Pandal Collapses: ରାଜଧାନୀରେ ବାତ୍ୟାର ପ୍ରକୋପ, ପବନରେ ଭାଙ୍ଗି ପଡ଼ିଲା ବିଶାଳ ଲକ୍ଷ୍ମୀପୂଜା ପେଣ୍ଡାଲ

ରାଜଧାନୀରେ ବାତ୍ୟା ଅର୍ଣ୍ଣବର ପ୍ରଭାବ।

ଭାଙ୍ଗିଲା ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ।

ପବନରେ ମୋଡି ହୋଇ ଭାଙ୍ଗି ପଡ଼ିଛି ଲକ୍ଷ୍ମୀପୂଜା ତୋରଣ।

ଭୁବନେଶ୍ୱର ଡମଣା ଅଂଚଳରେ ଥିବା କ୍ଲବ ଟାଉନ ପଡ଼ିଆରେ ହୋଇଥିଲା ଏହି ବିଶାଳକାୟ ତୋରଣ।

ପ୍ରାୟ ୮୦ ଫୁଟର ଉଚ୍ଚର ତିଆରି ହୋଇଥିଲା ମା ଗଜଲକ୍ଷ୍ମୀଙ୍କ ପୂଜାପେଣ୍ଡାଲ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।