Ganja Smuggling Busted: ବିପୁଳ ପରିମାଣରେ ଗଂଜେଇ ଜବତ, ନିଆଯାଉଥିଲା କଣ୍ଟେନର ଭିତରେ ସ୍ୱତନ୍ତ୍ର ଚାମ୍ବରରେ
ସମ୍ବଲପୁରରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରେଡ୍ କରାଯାଇ ଏସବୁ ଜବତ ହୋଇଛି। ଶାସନ ଟୋଲ୍ ପ୍ଲାଜା ନିକଟରେ ଚଢ଼ାଉ ସମୟରେ ଏକ କଣ୍ଟେନର ଭିତରେ ସ୍ୱତନ୍ତ୍ର ଚାମ୍ବର କରି ନିଆଯାଉଥିଲା ୪୮ ବସ୍ତା ଗଞ୍ଜେଇ।
ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ଅଧିକ ତଦନ୍ତ ଜାରି ରହିଛି ।
ସମ୍ବଲପୁରରେ ବିପୁଳ ପରିମାଣର ଗଞ୍ଜେଇ ଜବତ
ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରେଡ୍
ଶାସନ ଟୋଲ୍ ପ୍ଲାଜା ନିକଟରେ ଚଢ଼ାଉରୁ ଜବତ
କଣ୍ଟେନର ଭିତରେ ସ୍ୱତନ୍ତ୍ର ଚାମ୍ବର କରି ହେଉଥିଲା ଚାଲାଣ
୪୮ ବସ୍ତା ଗଞ୍ଜେଇ ଜବତ କଲା ଅବକାରୀ ଟିମ୍
ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି
୪୮ ବସ୍ତା ଗଂଜେଇ ଜବତ
କଣ୍ଟେନରରେ ହେଉଥିଲା ଚାଲାଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।