Ganjam Flood Crisis: ଭାସୁଛି ଗଞ୍ଜାମ, ଘରଦ୍ୱାରଠୁ ରାସ୍ତାଘାଟ ସବୁଠି ବନ୍ୟାର ପ୍ରକୋପ

Oct 29, 2026 - 15:09
Ganjam Flood Crisis: ଭାସୁଛି ଗଞ୍ଜାମ, ଘରଦ୍ୱାରଠୁ ରାସ୍ତାଘାଟ ସବୁଠି ବନ୍ୟାର ପ୍ରକୋପ

ଭାସୁଛି ଗଞ୍ଜାମ...

ଆକାଶରୁ ଦେଖିଲେ ଚାରିଆଡ଼େ ଖାଲି ପାଣି ଆଉ ପାଣି ।

ଘରଦ୍ୱାର ଜଳମଗ୍ନ, ରାସ୍ତାଘାଟ ଦେଖାୟାଉନି।

ଯେଉଁଠି ଦିନେ ଜୀବନର ଚିତ୍ର ଥିଲା, ଆଜି ସେଠି ମାଡ଼ି ଚାଲିଛି ବନ୍ୟାର ପ୍ରଖର ସ୍ରୋତ।

ଭଞ୍ଜନଗରଠୁ ସୋରଡ଼ା, ବ୍ରହ୍ମପୁରଠୁ ଧରାକୋଟ—ସବୁଠି ବନ୍ୟାର ପ୍ରକୋପ।

ଉଛୁଳୁଛି ନଦୀ, ଗାଁ ଭିତରକୁ ପଶୁଛି ପାଣି, ଆଉ ଜଳବନ୍ଦୀ ଜୀବନ ସହ ସଂଘର୍ଷ କରୁଛନ୍ତି ଲୋକେ।

Advertisment କେଉଁଠି ଘରେ ପଶିଛି ବନ୍ୟାଜଳ, ତ ଆଉ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ।

ଚାଷଜମିଠୁ ରାସ୍ତାଘାଟ, ସବୁଠି ପାଣିର ଆଧିପତ୍ୟ।

ପାଣି ଘେରରେ ଗଞ୍ଜାମ, ଆଉ ବିପଦ ଭିତରେ ହଜାର ହଜାର ଜୀବନ।

ତିନି ଦିନର ଲଗାଣ ବର୍ଷା ଗଞ୍ଜାମର ଚିତ୍ର ବଦଳାଇ ଦେଇଛି।

କେଉଁଠି ଘର ଭିତରେ ଆଣ୍ଠୁଏ ପାଣି, ତ ଆଉ କେଉଁଠି ପୂରା ଗାଁ ଜଳବନ୍ଦୀ।

ବନ୍ୟାର ବିଭୀଷିକା ଭିତରେ ଅସହାୟ ହୋଇପଡ଼ିଛନ୍ତି ହଜାର ହଜାର ଲୋକ।

ଭାସୁଛି ଗଞ୍ଜାମ, ବନ୍ୟାର ଭୟଙ୍କର ଚିତ୍ର ଚାରିଆଡ଼େ ଖାଲି ପାଣି ଆଉ ପାଣି ତିନି ଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ଭଞ୍ଜନଗରଠୁ ସୋରଡ଼ା, ବନ୍ୟାର କରାଳ ରୂପ ଘରେ ପାଣି, ରାସ୍ତାରେ ପାଣି ବନ୍ୟା ଘେରରେ ହଜାର ହଜାର ଲୋକ ବୁଡ଼ିଛି ଗାଁ, ବିଚ୍ଛିନ୍ନ ଯୋଗାଯୋଗ ଉଛୁଳୁଛି ନଦୀ, ମାଡ଼ି ଆସୁଛି ବନ୍ୟାଜଳ ବନ୍ୟାରେ ବୁଡ଼ିଲା ଚାଷଜମି, ଜଳମଗ୍ନ ରାସ୍ତାଘାଟ ଗାଁଠୁ ସହର ସବୁଠି ବନ୍ୟାର ତାଣ୍ଡବ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।