Gidipabali Landslide Horror: ଭଞ୍ଜନଗରରେ ଭୟଙ୍କର ଭୂସ୍ଖଳନ, ଘଟଣାସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ

Nov 01, 2026 - 19:26
Gidipabali Landslide Horror: ଭଞ୍ଜନଗରରେ ଭୟଙ୍କର ଭୂସ୍ଖଳନ, ଘଟଣାସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ

ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ଏବେ ସୁଦ୍ଧା ୨ ମୃତଦେହ ଉଦ୍ଧାର ହୋଇଛି ।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆର୍ ଏଫ୍ ସହ ରେଲୱେ ଟିମ୍ ନିୟୋଜିତ ଅଛନ୍ତି ।

ରାସ୍ତା ନଥିବାରୁ କୌଣସି କ୍ରେନ୍ ଯାଇପାରିବନି ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।