Healthcare Or Business: ଚିକିତ୍ସା ନାଁରେ ବଡ଼ ସ୍କାମ; ଘରୋଇ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ, ଚାଲିଛି ମନଇଚ୍ଛା ଲୁଟ୍
ଘରୋଇ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ ।
ଚିକିତ୍ସା ନାଁରେ ରୋଗୀଙ୍କୁ କରାଯାଉଛି ଶୋଷଣ।
ସ୍ବାସ୍ଥ୍ୟସେବା ନାଁରେ ବ୍ୟବସାୟକୁ ପ୍ରାଥମିକତା ଦେଉଛନ୍ତି ନର୍ସିଂହୋମ୍ କର୍ତ୍ତୃପକ୍ଷ ।
କମିଶନ ଲୋଭରେ ଡାକ୍ତର ଲେଖୁଛନ୍ତି ଦାମୀ ବ୍ରାଣ୍ଡର ମେଡିସିନ।
ଆବଶ୍ୟକ ନଥିଲେ ବି ଅଯଥା ଡାକ୍ତରୀ ପରୀକ୍ଷା କରାଯାଉଛି ।
ଔଷଧ କମ୍ପାନୀ, ଡାକ୍ତର, ନର୍ସିଂହୋମ ମାଲିକ, ମେଡିସିନ ଦୋକାନୀ ମିଳିତ ମଧୁଚନ୍ଦ୍ରିକାରେ ରୋଗୀ ଲୁଟର ଶିକାର ହେଉଛନ୍ତି ।
Advertisment ଘରୋଇ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ ଘରୋଇ ହସ୍ପିଟାଲରେ ଚାଲିଛି ମନଇଚ୍ଛା ଲୁଟ୍ ଚିକିତ୍ସା ନାଁରେ ଚାଲିଛି ବଡ଼ ସ୍କାମ ସ୍ବାସ୍ଥ୍ୟସେବା ନାଁରେ ବ୍ୟବସାୟକୁ ପ୍ରାଥମିକତା କମିଶନ ଲୋଭରେ ଡାକ୍ତର ଲେଖୁଛନ୍ତି ଦାମୀ ମେଡିସିନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।