Heartbreaking Incident: ନାତିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଜେଜେବାପା, ଗାଁରେ ଶୋକ

Oct 22, 2026 - 19:22
Heartbreaking Incident: ନାତିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଜେଜେବାପା, ଗାଁରେ ଶୋକ

ପୋଖରୀରେ ବୁଡ଼ି ଜେଜେ-ନାତି ମୃତ।

ପୋଖରୀରେ ବୁଡ଼ି ଜେଜେବାପାଙ୍କ ସହ ୪ ବର୍ଷ ନାତିର ମୃତ୍ୟୁ ହୋଇଛି।

ଭଦ୍ରକ ସାବରଙ୍ଗ ଥାନା ମାଳିଅରୁଆ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା।

ଗାଧୋଉଥିବାବେଳେ ଉଭୟ ବୁଡି ଯାଇଛନ୍ତି।

ଜେଜେ ଗାଧୋଉଥିବାବେଳେ ନାତି ଅସାବଧାନତାରୁ ବୁଡିଯାଇଥିଲା।

ନାତିକୁ ବଞ୍ଚାଇବାକୁ ଯାଇ ଜେଜେ ମଧ୍ୟ ପୋଖରୀରେ ବୁଡିଯାଇଥିଲେ।

ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରିଥିଲେ।

Advertisment ଦୁହିଁଙ୍କୁ ଗାଁ ଲୋକେ ଓ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସାବରଙ୍ଗ ପୋଲିସ ଦୁଇ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି।....

ପୋଖରୀରେ ବୁଡ଼ି ଜେଜେ-ନାତି ମୃତ ପୋଖରୀରେ ବୁଡ଼ି ଜେଜେବାପା, ୪ ବର୍ଷର ନାତି ମୃତ ଭଦ୍ରକ ସାବରଙ୍ଗ ଥାନା ମାଳିଅରୁଆ ଗାଁରେ ଅଭାବନୀୟ ଘଟଣା ଗାଧୋଉଥିଲେ ଜେଜେ, ନାତି ଅସାବଧାନତାରୁ ବୁଡ଼ିଗଲା ନାତିକୁ ବଞ୍ଚାଇବାକୁ ଉଦ୍ୟମ ବେଳେ ବୁଡ଼ି ଯାଇ ଜେଜେ ବି ମୃତ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।