High-Voltage Tower Collapses on Railway Track in Koraput, 3 Trains Cancelled

Sep 26, 2026 - 00:14
High-Voltage Tower Collapses on Railway Track in Koraput, 3 Trains Cancelled

#ଟ୍ରେନ_ଟ୍ରାକ_ଉପରେ #ଭୁସୁଡ଼ିଲା_ବିଦ୍ୟୁତ୍_ଟାୱାର
କୋରାପୁଟ ମାଳିଗୁଡ଼ା ଷ୍ଟେସନ ନିକଟରେ ଭୁସୁଡ଼ିଲା ହାଇ ଭୋଲଟେଜ୍ ବିଦ୍ୟୁତ ଟାୱାର। ଭୁସ୍ଖଳନ ଫଳରେ ଟ୍ରାକ ଉପରେ ମାଟି ପଡ଼ି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପବନ ଓ ବର୍ଷାର ପ୍ରଭାବରେ ଟାୱାରଟି ପ୍ରଥମେ ବଙ୍କା ହୋଇ ପରେ ଧୀରେ ଧୀରେ ଗଳି ପଡୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ରେଳଧାରଣାର ବହୁ ସ୍ଥାନରେ ମାଟି ଧସିଯାଇଛି। ମାଲିଗୁଡ଼ା ଛତରିପୁଟ ଅଞ୍ଚଳରେ ପ୍ରାୟ ୧୫୦ ମିଟର ମାଟି ଧସି ଯାଇଛି। କେତେକ ସ୍ଥାନରେ ରେଳ ଧାରଣା ବି ଦବି ଯାଇଛି। ଖବର ପାଇ ରାୟଗଡା ଡିଆରଏମ ଅମିତାଭ ସିଂଘାଲ ମାଳିଗୁଡା ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏହି ରୁଟରେ ରେଳ ବିଭାଗ ପକ୍ଷରୁ ୩ଟି ଟ୍ରେନକୁ ବାତିଲ କରାଯାଇଛି। ୨ ଗୋଟି ଟ୍ରେନ କୋରାପୁଟ ପର୍ଯ୍ୟନ୍ତ ଗଡିବ। କାଲି ୨୬ ତାରିଖ ପାଇଁ କିରାଣ୍ଡୁଲ-ବିଶାଖାପାଟନା ଉଭୟ ଏକ୍ସପ୍ରେସ ଓ ପାସେଞ୍ଜେର ଟ୍ରେନକୁ ବାତିଲ କରାଯାଇଥିବା ବେଳେ ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ ବି ବାତିଲ କରାଯାଇଛି। ମରାମତି ସରିଲେ ଖୁବଶୀଘ୍ର ରେଳ ଚଳାଚଳ ହେବ ବୋଲି ସିପିଆରଓ କହିଛନ୍ତି।...
#Koraput#Maliguda#RailwayTrack#ElectricityTower#Landslide#TrainCancelled#TrainServices#HeavyRain#OdishaRain#RayagadaDRM#RailwayNews#OdishaNews#OdishaTV#OTV

A high-voltage electricity tower collapsed near Maliguda station in Koraput following heavy rain, wind and landslides, disrupting train movement. Soil has fallen onto the tracks at several locations, with around 150 metres of earth reportedly sliding in the Maliguda-Chhatariput area and some stretches of track sinking. Rayagada DRM Amitabh Singhal reached Maliguda and inspected the restoration work. Three trains have been cancelled, while two others will run only up to Koraput. The Kirandul-Visakhapatnam Express and Passenger trains, along with the Rourkela-Jagdalpur Intercity Express, have been cancelled for September 26. Railway authorities said services will resume soon after restoration work is completed.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।