Selfie Turns Fatal Amid Floods, Two Go Missing in Odisha
#କାଳ_ସାଜିଲା_ସେଲ୍ଫି
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବନ୍ୟା ଭିତରେ କାଳ ସାଜିଲା ସେଲ୍ଫି। କଟକ ନରସିଂହପୁର ସିଧାମୂଳା ସେତୁରେ ଅଘଟଣ ମୋବାଇଲରେ ଫଟୋ ଉଠାଇବାବେଳେ ତଳକୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ଘର ଦଶପଲ୍ଲା ଢିପିସାହିରେ। ତାଙ୍କ ନାଁ ସରୋଜ ନାୟକ ବୋଲି ଜଣାପଡିଛି। ପରିବାର ସହ ନରସିଂହପୁର ଅଞ୍ଚଳକୁ ଏକ ଦଶାହ କାର୍ଯ୍ୟରେ ଆସିଥିଲେ। ଘରକୁ ଫେରିବା ବାଟରେ ସେତୁ ଉପରୁ ପରିବାର ସହ ଫଟୋ ଉଠାଉଥିବା ବେଳେ ହଠାତ ତଳକୁ ଗଳିପଡ଼ିଥିଲେ। ଖବର ପାଇ ବାଲିଝରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଚଳାଇଥିଲେ ବି ପତ୍ତା ମିଳିନାହିଁ।...ସେହିପରି ନବରଙ୍ଗପୁର ଇନ୍ଦ୍ରାବତୀ ନଦୀରେ ବି ସମାନ ଅଘଟଣ। ବନ୍ୟା ପାଣି ଦେଖିବାକୁ ପରିବାର ସହ ଆସିଥିବା ଜଣେ ମହିଳା ସେଲ୍ଫି ନେବା ସମୟରେ ଭରା ନଦୀକୁ ଖସିପଡ଼ିଛନ୍ତି।ନିଖୋଜ ମହିଳା ହେଉଛନ୍ତି ନବରଙ୍ଗପୁର ମେଦିରିସାହିର। ଏ ସଂପର୍କରେ ଥାନାରେ ମହିଳାଙ୍କ ଭାଇ ଲିଖିତ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ପରେ ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ କରାଯାଇଛି। ଆସନ୍ତାକାଲି ପୁଣି ନଦୀରେ ଖୋଜାଖୋଜି କରାଯିବ ବୋଲି ସୂଚନା ମିଳିଛି।...
#SelfieAccident#FloodSituation#Cuttack#Narasinghpur#SidhamulaBridge#Nabarangpur#IndravatiRiver#Missing#RescueOperation#OdishaFlood#OdishaNews#OdishaTV#OTV
Amid heavy rain and flooding, two separate selfie-related incidents have been reported in Odisha. In Cuttack’s Narasinghpur, a youth identified as Saroj Nayak from Dhipisahi in Dasapalla reportedly fell from the Sidhamula bridge while taking a photograph with his family and remains missing. The Balijhari Fire Services team launched a rescue operation but could not trace him. In Nabarangpur, a woman reportedly fell into the swollen Indravati River while taking a selfie with her family to watch the floodwater. Her brother has lodged a written complaint with the police, while the search operation was suspended after dark and is scheduled to resume tomorrow.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।