Horoscope 2026 August 07: ଜାଣନ୍ତୁ ଆଜିର ରାଶିଫଳ...

Aug 07, 2026 - 00:16
Horoscope 2026 August 07: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ପୂରା ଦିନ ଶକ୍ତିବାନ ରହିବେ।

ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି।

ଯାହାଦ୍ବାରା ଆପଣଙ୍କର ଆୟର ଉତ୍ସ ଖୋଲିବ।

ଜୀବନସାଥୀ ସହିତ କୌଣସି ମନପସନ୍ଦ ଜାଗାକୁ ବୁଲି ଯିବେ। ‌Advertisment ବୃଷ: ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ।

ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବା ଯୋଗ ଅଛି।

ଆପଣଙ୍କର ବିନମ୍ରତାପୂର୍ଣ୍ଣ ବ୍ୟବହାରରେ ଘରର ବାତାବରଣ ସକାରାତ୍ମକ ରହିବ। ‌ ମିଥୁନ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ।

ଧାର୍ମିକ କାର୍ଯ୍ୟରେ ମନ ଖୁବ୍ ଲାଗିବ।

ଚାକିରିରେ ଯଥେଷ୍ଟ ସଫଳତା ପାଇବେ।

ବେପାରୀଙ୍କୁ ଧନଲାଭ ହେବାର ଯୋଗ ଅଛି। ‌ କର୍କଟ: ପାରିବାରିକ ବାତାବରଣ ସୁଖଦ ରହିବ।

ବେପାର ସଂପର୍କିତ ଗୋପନ କଥା କାହାରିକୁ ଜଣାନ୍ତୁନାହିଁ।

ଆପଣଙ୍କ ପ୍ରେମପୂର୍ଣ୍ଣ ବ୍ୟବହାରରେ ଦାମ୍ପତ୍ୟ ଜୀବନର ସମସ୍ୟା ସମାପ୍ତ ହେବ। ‌ ସିଂହ: ଆପଣଙ୍କର ସବୁ କାମ ସଫଳତାପୂର୍ବକ ସଂପନ୍ନ ହେବ।

ସହକର୍ମୀଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ।

ନିଜର କ୍ରୋଧ ଓ ବିରକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ।

ଘରେ କୌଣସି ଶୁଭ କାର୍ଯ୍ୟ ସଂପନ୍ନ ହେବ।‌ କନ୍ୟା: ଆପଣଙ୍କର ଆସ୍ଥା ଧର୍ମକାର୍ଯ୍ୟରେ ବଢ଼ିବ।

ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବାର ଯୋଗ ଅଛି।

ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବା ଯୋଗୁଁ ମନୋବଳ ଉଚ୍ଚା ରହିବ। ‌ ଆହୁରି ପଢ଼ନ୍ତୁ- Atiq Ahmed's Youngest Son Dies: ଝାନ୍‌ସୀରେ କାର୍‌ ଦୁର୍ଘଟଣାରେ ଅତିକ୍‌ ଅହମଦର ପୁଅର ମୃତ୍ୟୁ ତୁଳା: କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ଆପଣ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ।

ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ‌ ବିଛା: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ।

ତୀର୍ଥ ଯାତ୍ରାରେ ଯାଇପାରନ୍ତି।

ଜୀବନସାଥୀ ସହିତ ତାଳମେଳ ବଜାୟ ରଖନ୍ତୁ।

ଆର୍ଥିକ ସ୍ଥିତିରେ ସୁଧାର ହେବ।

ପ୍ରେମ ଜୀବନ ଭଲ ରହିବ।

ଧନୁ: ଚାକିରି କ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ।

ଆମଦାନି ପାଇଁ ଭଲ ଅବସର ପାଇବେ।

ପାରିବାରିକ ଜୀବନ ସୁଖମୟ ହେବ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ।

ମକର: ମାନସିକ ରୂପେ ସୁସ୍ଥ ରହିବେ।

ବ୍ୟବସାୟରେ ବିସ୍ତାର ସହିତ ଆୟର ଉତ୍ସ ବିକଶିତ ହେବ।

ପରିବାରରେ ଆପୋସୀ ସହଯୋଗର ଭାବନା ରହିବ।

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କୁ ନୂଆ ଖବର ମିଳିବ।‌  କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭଲ ବ୍ୟବହାର ଆପଣଙ୍କ ସଫଳତାରେ ସହାୟକ ହେବ।

ଲିଖନ କ୍ଷେତ୍ରରେ ଥିବା ‌ଲୋକ ଶୁଭ ଖବର ପାଇବେ।

ଜୀବନସାଥୀର ଭାବନା ଉପରେ ଧ୍ୟାନ ଦିଅନ୍ତୁ।‌  ମୀନ: କାର୍ଯ୍ୟକ୍ଷେତ୍ରରେ ନିଜ ଅନୁଭବର ଭଲ ସଫଳତା ହାସଲ କରିବେ।

ସଙ୍ଗୀତ ଛାତ୍ରଛାତ୍ରୀଙ୍କୁ ନୂଆ ଅବସର ମିଳିବ।

ପରିବାର ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।