Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ...

Oct 09, 2026 - 00:11
Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ।

ଭାଇଭଉଣୀର ପୂରା ସହଯୋଗ ପାଇବେ।

କାହାରିକୁ ଧାର ଦେଇ ଥିବା ଅର୍ଥ ଫେରସ୍ତ ପାଇବେ।

କୌଣସି ସହପାଠୀ ମନର କଥା ଆପଣଙ୍କୁ କହିବେ। ‌ Advertisment ବୃଷ: ଅଫିସରେ ଫୋନ୍‌ ବ୍ୟବହାର କମ୍ କରିବେ।

କାହାରିକୁ ଧାର ଦେବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ।

ନୂଆ କାର୍ଯ୍ୟ କରିବା ପାଇଁ ବିଚାର କରି ପାରନ୍ତି।

ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ। ‌  ମିଥୁନ: ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ।

ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିପାରେ।

ବେପାରର ଭାଗୀଦାରିରୁ ଆପଣଙ୍କୁ ଲାଭ ହୋଇପାରେ।

ଘରକୁ ବନ୍ଧୁ ଆସିବେ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

କର୍କଟ: ପରିବାରରେ ସୁଖ ବୃଦ୍ଧି ହେବ।

ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ଅଚାନକ ଧନଲାଭ ହେବ।

ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଭୋଜନ କରନ୍ତୁ।

ସିଂହ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

ବ୍ୟବସାୟୀ କୌଣସି ଜରୁରୀ ବୈଠକରେ ଯୋଗ ଦେଇପାରନ୍ତି।

ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିଦେବ।

ବ୍ୟବସାୟ ଯଥେଷ୍ଟ ଧନଲାଭ ହେବ।

ପରିବାରରେ ନୂଆ ସଦସ୍ୟ ଯୋଡ଼ିବା ଯୋଗୁଁ ସବୁ ଲୋକ ଖୁସି ହେବେ।

ଲେଖକ ନୂଆ କାହାଣୀ ଲେଖିବେ।

ଆହୁରି ପଢ଼ନ୍ତୁ- Vastu Tips: ରାତିରେ ଶୁଖାନ୍ତୁ ନାହିଁ କପଡ଼ା ନହେଲେ ...

ତୁଳା: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ଥିଲେ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇଯାଆନ୍ତୁ।

କୋରିୟର ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ହେବ।

ସ୍ବାସ୍ଥ୍ୟରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ।

ବିଛା: ଅଫିସରେ କୌଣସି କାମକୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିପାରେ।

ଆପଣଙ୍କ ଧ୍ୟାନ କାମକୁ ପୂରା କରିବାରରେ ଲାଗିରହିବ।

ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।  ‌  ଧନୁ: ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ମିଳିବ।

ବନ୍ଧୁ ସହିତ ଘରେ ସିନେମା ଦେଖିବାର ଯୋଜନା କରିପାରନ୍ତି।

ମକର: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

କୌଣସି ଦାୟିତ୍ବକୁ ଆପଣ ଅଣଦେଖା କରନ୍ତୁନାହିଁ।

ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ: କୌଣସି କଥାକୁ ନେଇ ସଂଶୟରେ ରହିବେ।

କୌଣସି ନୂଆ କାମ ଶିଖିବେ।

ପରିବାର ଲୋକଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।

ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ।

ମୀନ: ଆପଣଙ୍କ ଭଲ ବ୍ୟବହାର ସମାଜରେ ଭଲ ଦୃଷ୍ଟାନ୍ତ ବନାଇବାରେ ସାହାଯ୍ୟ କରିବ।

କାମ କରିବା ପାଇଁ ନୂଆ ପଦ୍ଧତି ଆପଣଙ୍କୁ ଲାଭ ଦେବ।

ଠିକାଦାରଙ୍କୁ ଧନଲାଭ ହେବ।

ସାଥୀ ଆପଣଙ୍କ ଭାବନାକୁ ବୁଝିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।