Horoscope 2026 October 10: ଜାଣନ୍ତୁ ଆଜିର ରାଶିଫଳ...

Oct 10, 2026 - 00:02
Horoscope 2026 October 10: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ।

କାରବାରରେ ଆଗକୁ ବଢ଼ିବାର ବାଧା ଆସିବ।

ଅନାବଶ୍ୟକ କଥାଠାରୁ ନିଜକୁ ଦୂରରେ ରଖନ୍ତୁ।

ବିବାହିତଙ୍କ ଲାଗି ଦିନଟି ଭଲ ରହିବ।  ‌ Advertisment ବୃଷ: ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇପାରନ୍ତି।

ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ।

ଅଚାନକ ଧନଲାଭ ହେବ।

ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମିଥୁନ: ବଢ଼ିଆ ସୁଯୋଗ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ।

ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି।

ତେଣୁ ସତର୍କତା ଅବଲମ୍ବନ କରନ୍ତୁ।

ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ।

କର୍କଟ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ।

ଲୋକମାନଙ୍କ ସହିତ ଖୋଲାମନରେ କଥା ହୁଅନ୍ତୁ।

ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନ‌ାହିଁ।

ବ୍ୟସାୟରେ ମାନ୍ଦା ଗତି ପାଇଁ ମାନସିକ ଅଶାନ୍ତି ବଢ଼ିପାରେ।

ସିଂହ: ଆର୍ଥିକପକ୍ଷ ବହୁତ ଭଲ ରହିବ।

ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ।

ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଅଛି।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।‌     କନ୍ୟା: ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିବ।

ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ସୁବିଧାଜନକ ରହିବାର ଆଶା କମ୍।

ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ଆହୁରି ପଢ଼ନ୍ତୁ- Helmet checking: "ହେଲମେଟ ବାଣ୍ଟି ଅମାନିଆଙ୍କୁ ବିପଦ ପ୍ରତି ସାବଧାନ କଲା ପୁଲିସ" ତୁଳା: ଆପଣଙ୍କ ସାହସ, ଭାବନାତ୍ମକ କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ଅନୁଭୂତି କରାଇବ।

କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

ପ୍ରେମ ଜୀବନ ଭଲ ରହିବ।

ବିଛା: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ।

ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ।

ଅଚାନକ ଧନଲାଭ ହେବ।

ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ।   ‌  ଧନୁ: ଇଚ୍ଛାଶକ୍ତି କମ୍ ଯୋଗୁଁ ଆପଣଙ୍କୁ ଭାବନାତ୍ମକ ଓ ମାନସିକ ଅଶାନ୍ତି ଘେରଉ କରିନେବେ।

ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ ବଜାୟ ରଖନ୍ତୁ।

ପାରିବାରିକ ଜୀବନ ସୁଖକର ହେବ।

ମକର: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ।

ସନ୍ତାନ ପକ୍ଷର ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ।

ଛାତ୍ର ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ପାଇବେ।

କୁମ୍ଭ: ଜରୁରୀ କାମରେ ଅଧିକ ପରିଶ୍ରମ କରନ୍ତୁ ସଂପୂର୍ଣ୍ଣ ହୋଇଯିବ।

ଡାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ।

ସମ୍ବନ୍ଧରେ ନୂତନତ୍ବ ଆସିବ।

ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। ‌ ମୀନ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ।

ଅଧିକ ସଫଳତା ପାଇବା ପାଇଁ ଆପଣଙ୍କର ପ୍ରୟାସ ଜାରି ରଖନ୍ତୁ।

କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।

ଫିଲ୍ମରେ ସୁଯୋଗ ମିଳିପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।