Horoscope 2026 October 27: ଜାଣନ୍ତୁ ଆଜିର ରାଶିଫଳ

Oct 27, 2026 - 00:11
Horoscope 2026 October 27: ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସକାରାତ୍ମକ ମାନସତା ଆପଣଙ୍କୁ ଲାଭ ଦେବ।

ଚାକିରି ପାଇଁ ନୂଆ ଅବସର ପାଇବେ।

ଛୋଟଛୋଟ କଥାରେ ଖୁସିର ତଲାସ କରିବେ।

ଜୀବନସାଥୀ ସହ ମିଶିବାର ମଉକା ପାଇବେ। ‌ Advertisment ବୃଷ: ଦିନଟି ଆପଣଙ୍କ ଲାଗି ଭଲ ରହିବ।

ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ।

ପାରିବାରିକ ସମସ୍ୟା ସମାଧାନ ହେବ।

ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ‌ ମିଥୁନ: ଧୈର୍ଯ୍ୟଧରି ରୁହନ୍ତୁ ଆଉ ସମୟ ସହିତ ଚାଲନ୍ତୁ।

ପ୍ରତିଟି କାମରେ ଭଲ ପରିଣାମ ପାଇବେ।

ଅଚାନକ ଧନଲାଭ ହେବ।

ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ। ‌ କର୍କଟ: ଆପଣଙ୍କୁ ମନ ଚାହୁଁଥିବା କାମରେ ସଫଳତା ମିଳିପାରେ।

ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି।

ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ‌ ସିଂହ: ଧର୍ମକାର୍ଯ୍ୟରେ ମନ ଲାଗିବ।

ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ବେପାରରେ ମନ ମୁତାବକ ଲାଭ ପାଇବେ।

ପ୍ରେମୀ ଯୁଗଳ ମନର କଥା ଜଣେ ଅନ୍ୟଜଣଙ୍କୁ କହିବେ। ‌ କନ୍ୟା: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ।

ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ।

ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ।

ବନ୍ଧୁ ସହ ଫୋନରେ ଭଲ କଥା ହେବେ।

ତୁଳା: କାମ ପାଇଁ କରି ଆସୁଥିବା ଚେଷ୍ଟାରେ ସଫଳ ହେବେ।

ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ।

ଉପାର୍ଜନ ପାଇଁ ମନରେ ନୂଆ ନୂଆ ବିଚାର ଆସିବ।

ବିଛା: ଆପଣଙ୍କର ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ।

ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନେବେ।

ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ଧନୁ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରନ୍ତୁ ଠିକ ରହିବ।

ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ।

ବେପାରରେ ଉନ୍ନତି ହେବ।

ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ଆସିବ।

ମକର: ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ।

ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।

ବୈବାହିକ ଜୀବନରେ ଖୁସି ବୃଦ୍ଧି ହେବ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ ରହିବ।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ।

ବ୍ୟବସାୟରେ ଲାଭ ହେବାର ସମ୍ଭାବନା।

ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ।

ମୀନ: ଦୀର୍ଘ ଦିନର ଅଟକି ଥିବା ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ।

ବ୍ୟବସାୟରେ ଉନ୍ନତି ହେବ।

ବନ୍ଧୁଙ୍କୁ ମନର ବ୍ୟଥା କହି ମନକୁ ଶାନ୍ତି ମିଳିବ।

ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।