Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ

Sep 03, 2026 - 00:17
Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ

"ମେଷ: ବାପା ମାଆଙ୍କୁ ନିଜର ମନର କଥା କହିବେ।

କାହାରି ଠାରୁ ଫୋନ‌ରେ ଶୁଭ ସୂଚନା ପାଇବେ।

ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ।

ଭାଇ ଭଉଣୀଙ୍କର ସହଯୋଗ ପାଇବେ। ‌‌Advertisment ବୃଷ: ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ।

ଲେଖନ କ୍ଷେତ୍ରରେ ଥିବା ଲୋକ ଖୁସି ଖବର ପାଇବେ।

ରୋଜଗାରର ନୂଆ ଅବସର ପାଇବେ।

ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ‌‌ ମିଥୁନ: ବନ୍ଧୁ ଆଉ ସଂପର୍କିୟ ସହିତ ଭଲ ତାଳମେଳ ରହିବେ।

ଜମି ସଂପର୍କିତ ସମସ୍ୟା ଅଧିକ ଯାଆସ ପରେ କାମ ହୋଇଯିବ।

ସିଲାଇ କାମ କରୁଥିବା ଲୋକ ଭଲ ଲାଭ ପାଇବେ। ‌‌ କର୍କଟ: ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ।

ଭ୍ରମଣ ସୁଖ ରହିଛି।

କ‌ାମରେ ଜୀବନସାଥୀର ସହଯୋଗ ପାଇବେ।

ରାଜନୀତିରେ ଆର୍ଥିକ ଲାଭ ହେବ।

ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।‌‌ ସିଂହ: କିଛି ମାମଲାରେ ଆପଣ ବୁଦ୍ଧି ବବେକର କାମ କରିବାକୁ ହେବ।

ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ।

ସମାଜରେ ମାନ ସମ୍ମାନ ପାଇବେ।

ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।

ଆୟରେ ବୃଦ୍ଧି ହେବ।

କନ୍ୟା: ଆପଣଙ୍କ ଭିତରେ ନୂଆ ଆଶା ଓ ଖୁସି ରହିବ।

ଆପଣ କୌଣସି ବନ୍ଧୁର ସହଯୋଗ ପାଇବେ।

କୌଣସି ସଂଶୟରୁ ମୁକ୍ତି ପାଇବେ।

ଘରେ ଖୁସିର ପରିବେଶ ରହିବ।

ବେପାରରେ ଲାଭ ହେବ। ‌ ତୁଳା: କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ।

ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ପାଇବେ।

ଆର୍ଥିକ ସ୍ଥିତି ମଜଭୁତ ରହିବ।

ବିଦ୍ୟାର୍ଥୀ ମନ ଲଗାଇ ପଢ଼ିବେ।  ‌ବିଛା: ଆପଣ ଯେଉଁ ନିର୍ଣ୍ଣୟ ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ।

ଜମି ବ୍ୟବସାୟୀଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ।

ବାହନ କିଣିବା ଲାଗି ମନ ବଳିବ।

ଘରକୁ ବନ୍ଧୁ ଆସିବେ।‌ ଧନୁ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ।

ବନ୍ଧୁ ସହାୟତାରେ ଆୟର ସାଧନ ପାଇବେ।

କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣ ପ୍ରସିଦ୍ଧି ବଢ଼ାଇବେ।

ବନ୍ଧୁ ଘରକୁ ଯିବା ପାଇଁ ନିମନ୍ତ୍ରଣ ଆସିବ।‌‌ ମକର: ଏଭଳି ଜାଗାରୁ ଡ଼ାକରା ଆସିବ ଯାହା ଦୀର୍ଘ ଦିନରୁ ଯାଇନାହାନ୍ତି।

ଆପଣଙ୍କୁ ଟଙ୍କାପଇସାର ଆବଶ୍ୟକତା ହେବ।

କ୍ୟାରିୟରକୁ ନେଇ ଅନୁଭବୀଙ୍କ ଠାରୁ ପରାମର୍ଶ ନେବେ।

ପ୍ରେମ ଜୀବନ ଭଲ ରହିବ। ‌ କୁମ୍ଭ: ଆପଣଙ୍କ ଦିନଚର୍ଯ୍ୟା ଭଲ ରହିବ।

ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ।

ଘରୋଇ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଦିନଟି ଭଲ।

ଅସହାୟଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବେ। ‌ ମୀନ: ପଡ଼ୋଶୀରେ ହେଉଥିବା ଶୁଭକାର୍ଯ୍ୟରେ ପରିବାର ସହ ସମ୍ମିଳିତ ହେବେ।

ବ୍ୟବସାୟରେ ପରିବର୍ତ୍ତନ ପାଇଁ ବାପାଙ୍କ ସହ କଥାବାର୍ତ୍ତା କରିବେ।

ରାଜନୀତି କ୍ଷେତ୍ରରେ ଥିବା ଲୋକ ସଭାରେ ଭାଷଣ ଦେବାର ମଉକା ପାଇବେ। ‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।