Horoscope 2026 September 11: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ।
କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ।
ବ୍ୟବସାୟୀଙ୍କୁ ଧନଲାଭ ହେବ।
ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। Advertisment ବୃଷ: କିଛି ନୂଆ କାମ କରିବା ପାଇଁ ବିଚାର କରିବେ।
ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖିପାରିବେ।
ଆୟରେ ବୃଦ୍ଧି ହେବ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ମିଥୁନ: ଜ୍ଞାନ ଓ ଭଲ ବିଚାରରେ ବୃଦ୍ଧି ହେବ।
କୌଣସି ନୂଆ ଦାୟିତ୍ବ ଆପଣଙ୍କ ପାଖକୁ ଆସିପାରେ।
ଆର୍ଥିକ ସ୍ଥିତିରେ ସୁଧାର ହେବ।
ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି।
ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯିବେ।
ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: କାମ ପାଇଁ ଚେଷ୍ଟାରେ ସଫଳ ହେବେ।
କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।
ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ଛାତ୍ରଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା। କନ୍ୟା: ଆପଣଙ୍କ ଲାଗି ଭଲ ଦିନଟିଏ।
ଆପଣଙ୍କୁ ପ୍ରଚୁର ସମ୍ମାନ ପ୍ରାପ୍ତି ହେବ।
ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି।
ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।
ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ଆହୁରି ପଢ଼ନ୍ତୁ- Nepal flood: ବନ୍ୟା ବିଧ୍ବସ୍ତ ନେପାଳକୁ ଭାରତ ୮ ମ ଥର ରିଲିଫ୍ ସହାୟତା ପଠାଇଲା ତୁଳା: କାହାରି ଉପରେ ଭରସା କରିବାରେ ନିବୃତ୍ତ ରହନ୍ତୁ।
ଆପଣଙ୍କ ସମସ୍ୟାର ସମାଧାନ ବାହାରିବ।
ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ଛାତ୍ରଙ୍କୁ ଖୁସି ଖବର ମିଳିବ।
ବିଛା: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।
ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା।
ପ୍ରେମରେ ସଫଳତା ପାଇବେ।
ଧନୁ: ଆପଣଙ୍କର ସକାରାତ୍ମକ ଭାବନା ପାଇଁ ଆପଣଙ୍କୁ ଲାଭ ମିଳିବ।
ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ବଢ଼ିବ।
ଚାକିରିରେ ପଦୋନ୍ନତିର ସମ୍ଭାବନା।
ପାରିବାରିକ ଜୀବନ ଶାନ୍ତିମୟ ହେବ।
ମକର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।
ଆପଣଙ୍କ ଯୋଗାଯୋଗ ଲିଷ୍ଟରେ କିଛି ନୂଆ ଲୋକ ଯୋଡ଼ିବେ।
ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।
ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ।
କୁମ୍ଭ: ପରିବାର ସହିତ ଅଧିକ ସମୟ ବିତିବ।
ବେପାରରେ ବୃଦ୍ଧି ହେବ।
ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି।
ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ।
ପ୍ରେମ ଜୀବନ ଭଲ ରହିବ।
ମୀନ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ଦୀର୍ଘଦିନ ଅପେକ୍ଷାରେ ଥିଲେ।
ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ ରହିବ।
ଅଫିସରେ ସହକର୍ମୀଙ୍କ ସହଯୋଗରେ ଆରାମ ଅନୁଭବ କରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।