Horoscope 2026 September 12: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ।
କାରବାରରେ ଧନଲାଭ ହେବ।
କାହାରି ସହିତ ଝଗଡ଼ା କରନ୍ତୁ ନାହିଁ।
ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। Advertisment ବୃଷ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ।
ଇଂଜିନିୟରଙ୍କୁ ଭଲ ଅବସର ମିଳିବ।
କିଛି ମହତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ।
ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ। ମିଥୁନ: କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ।
ଆପଣଙ୍କ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇବେ।
ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ।
ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। କର୍କଟ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ।
ବେପାର ଆଗକୁ ବଢ଼ାଇବା ଲାଗି ବାପାଙ୍କର ସହଯୋଗ ପାଇବେ।
ଲେଖକଙ୍କର କୌଣସି ସମାରୋହରେ ସମ୍ମାନିତ ହେବ।
ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ସିଂହ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ।
ବନ୍ଧୁଠାରୁ ଖୁସି ଖବର ପାଇବେ।
କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ।
ବ୍ୟବସାୟ ଡିଲ୍ ପାଇଁ ବଡ଼ ସହରକୁ ଯିବେ। କନ୍ୟା: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ।
ଧନଲାଭ ଯୋଗ ଅଛି।
ଜୀବନସାଥୀଙ୍କୁ ଉପହାର ଦେବେ।
ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ।
ଚାକିରିରେ ପଦୋନ୍ନତି ମିଳିପାରେ।
ଆହୁରି ପଢ଼ନ୍ତୁ- Wedding: କୋଟି କୋଟି ଟଙ୍କାର ସୁନା, ନଗଦରେ ବିବାହ: ଭାଇରାଲ୍ ଭିଡିଓ ପରେ ବର ଗିରଫ ତୁଳା: ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ।
ନୂଆ ଉତ୍ସରୁ ଆଶାଠାରୁ ଅଧିକ ଧନଲାଭ ହେବ।
ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।
ବିଛା: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ।
ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ସରକରୀ ଚାକିରିଆଙ୍କ ଲାଗି ଦିନଟି ଭଲ।
କୌଣସି ଭଲ ଖବର ପାଇବେ।
ପ୍ରିୟଜନଙ୍କୁ ହୃଦୟର କଥା କହିବେ।
ଧନୁ: ସାମାଜିକ ପରିସର ବୃଦ୍ଧି ହେବ।
ଦୈନିକ କାମରେ ପୂର୍ଣ୍ଣରୂପେ ସଫଳତା ପାଇବେ।
ପ୍ରିୟ ବନ୍ଧୁ ସହିତ ମିଳନ ଯୋଗ ରହିଛି।
ବାହନ କିଣିବା ଲାଗି ଦିନଟି ଶୁଭ।
ପରିବାରରେ ଖୁସି ବଜାୟ ରହିବ।
ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।
ଆପଣ କିଛି ନୂଆ ଶିକ୍ଷାଲାଭ କରିବେ।
ବେପାରରେ ଲାଭ ପାଇବେ।
ଚାକିରିଜୀବୀଙ୍କୁ ପ୍ରମୋସନ ମିଳିପାରେ।
ଜୀବନସାଥୀ ସହ ବାହାରକୁ ବୁଲି ଯିବେ।
କୁମ୍ଭ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।
କାରବାରରେ ଉନ୍ନତି ହେବ।
ଅଫିସ କାମରେ ଦୂରସ୍ଥାନକୁ ଯିବେ।
ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ଛାତ୍ରଙ୍କୁ ଖୁସି ଖବର ମିଳିବ।
ମୀନ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ।
ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ।
ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।
ଘରେ ଖୁସିର ଆଗମନ ହେବ।
ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।