Horoscope 2026 September 29: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ପାରିବାରିକ ଜୀବନରେ ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।
ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ।
ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।
Advertisment ବୃଷ: ପରିବାର ପାଇଁ କିଛି ଭଲ କରିବାର ଦିନଟିଏ।
ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ।
ସମାଜରେ ଆପଣଙ୍କର ନାମ ହେବ।
ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ।
ମିଥୁନ: ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରିବେ।
ବ୍ୟବସାୟରେ ବଡ଼ ଧନଲାଭ ହେବ।
ଭ୍ରମଣ ସୁଖଦ ରହିବ।
ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ ବିଷୟରେ ଘର ଲୋକଙ୍କୁ ଜଣାଇବେ। କର୍କଟ: କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ।
ନୂଆ ଶକ୍ତିର ସହ କାମ କରନ୍ତୁ ଅଧୁରା କାମ ପୂରା ହେବ।
ରାଜନୀତିରେ ଆର୍ଥିକ ଲାଭ ହେବ।
ଆୟ ବ୍ୟୟର ସମନ୍ବୟ ବନି ରହିବ।
ସିଂହ: ପୂଜାପାଠରେ ସମୟ ବିତିବ।
ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।
କୌଣସି ବଡ଼ ସଫଳତା ପାଇବେ।
ବେପାର ପାଇଁ ଦିନଟି ଲାଭପ୍ରଦ ରହିବ।
ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: କୌଣସି ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ।
ଆପଣଙ୍କର ଚେଷ୍ଟା ଫଳଦାୟୀ ରହିବ।
ଅଧିକାରୀମାନଙ୍କ ସହିତ ଆପଣଙ୍କ ବ୍ୟବହାରରେ ସାବଧାନତା ରଖିବା ଦରକାର। ଆହୁରି ପଢ଼ନ୍ତୁ- Manmohan Samal: ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ତୁଳା: ଭାଗ୍ୟ ଆପଣଙ୍କ ସହ ରହିବ।
କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ।
ଜୀବନରେ ଲାଭର ଅବସର ପାଇବେ।
ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।
ଜୀବନସାଥୀ ଠାରୁ ଭଲ ଖବର ଶୁଣିବେ। ବିଛା: ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
ପାରିବାରିକ ବନ୍ଧୁଠାରୁ କୌଣସି ଖୁସିଖବର ପାଇବେ।
ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଧନୁ: ଚାକିରି ବୃତ୍ତିରେ କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ।
ଧନଲାଭର କିଛି ନୂଆ ମଉକା ପାଇବେ।
ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ।
ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ। ମକର: ତର୍କବିତର୍କ ଓ ସମସ୍ୟାଠାରୁ ଦୂରରେ ରହନ୍ତୁ।
ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ।
ସମାଜରେ ଓକିଲଙ୍କର ପ୍ରସିଦ୍ଧି ବଢ଼ିବ।
ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ।
କୁମ୍ଭ: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ।
ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁର ସାହାଯ୍ୟ ନେବେ।
ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି।
ମୀନ: ଏଭଳି ମାମଲାରେ ପ୍ରବେଶ କରନ୍ତୁନାହିଁ ଯେଉଁଥିରେ ଆପଣଙ୍କର ନେବାଦେବାର ନାହିଁ।
ଅନୁଭବୀ ଲୋକଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ।
ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।