Huge Tree Crashes Onto Car: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଛତ୍ରପୁରରେ କାର୍ ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଗଛ

Oct 28, 2026 - 18:59
Huge Tree Crashes Onto Car: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଛତ୍ରପୁରରେ କାର୍ ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଗଛ

କାର୍ ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଗଛ।

ବାତ୍ୟା 'ଅର୍ଣ୍ଣବ' ର ପ୍ରଭାବରେ ଘଟିଗଲା ଅଘଟଣ।

ଗଞ୍ଜାମ ଛତ୍ରପୁରରେ ଲଗାଣ ବର୍ଷା ଫଳରେ ଡିଆରଡିଏ ଛକରେ କାର୍ ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଗଛ ।

ତେବେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚିଛନ୍ତି।

ଗଛ କାଟି ରାସ୍ତା ସଫା କରାଯାଉଥିବା ବେଳେ, କାର୍ ଟି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Advertisment କାର୍ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ ଛତ୍ରପୁର ଡିଆରଡିଏ ଛକରେ କାର୍ ଉପରେ ଭୁଶୁଡ଼ିଲା ଗଛ ରାସ୍ତାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।