Husband Kills Wife: ସ୍ତ୍ରୀକୁ ହତ୍ୟା କରି, ଜୀବନ ହାରିଲା ସ୍ୱାମୀ

Sep 20, 2026 - 08:35
Husband Kills Wife: ସ୍ତ୍ରୀକୁ ହତ୍ୟା କରି, ଜୀବନ ହାରିଲା ସ୍ୱାମୀ

"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦରlଘାଟି ଫାଣ୍ଡି ୩ ନମ୍ବର କଲୋନୀରେ ଅଭାବନୀୟ ଘଟଣା l ପାରିବାରିକ କଳହରୁ ସ୍ୱାମୀ ମିଥୁନ ନାଏକ ତାର ସ୍ତ୍ରୀକୁ ପିଟି ପିଟି ମାରିଦେବା ପରେ ଆଜି ଭୋର ସମୟରେ ନିଜେ ଘର ବାରଣ୍ଡାରେ ରଶି ଲଗାଇ ଆତ୍ମହତ୍ୟା କରିଛି l ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି lAdvertisment ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନାହିଁ ତେବେ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ l ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନ ଥିବା ଜଣା ପଡିଛି l Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।