Income Tax: ମୁମ୍ବାଇର ୧୨ ସ୍ଥାନରେ ଆୟକର ଚଢ଼ାଉ

Sep 28, 2026 - 23:14
Income Tax: ମୁମ୍ବାଇର ୧୨ ସ୍ଥାନରେ ଆୟକର ଚଢ଼ାଉ

"ମୁମ୍ବାଇ: ବିଦେଶକୁ ଟଙ୍କା ପଠାଇବା ସନ୍ଦେହରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଓ ପାନୋରାମା ଷ୍ଟୁଡିଓ ସହ ଜଡ଼ିତ ମୁମ୍ବାଇର ୧୨ଟି ସ୍ଥାନରେ ସୋମବାର ଆୟକର ବିଭାଗ ଚଢ଼ାଉ କରିଛି।Advertisment ଆହୁରି ପଢନ୍ତୁ :landslides: ଦକ୍ଷିଣ ମ୍ୟାମାରରେ ବନ୍ୟା, ଭୂସ୍ଖଳନ: ୮ ମୃତ, ୩୦ ନିଖୋଜ ଆଶଙ୍କା  ଏହି ଅଭିଯାନ ଚଳଚ୍ଚିତ୍ର ସମ୍ପର୍କିତ କାରବାର ଓ ବିଦେଶକୁ ପାଣ୍ଠି ସ୍ଥାନାନ୍ତର ସହ ଜଡ଼ିତ ସନ୍ଦେହଜନକ ଆର୍ଥିକ ଅନିୟମିତତା ତଦନ୍ତର ଅଂଶ ବୋଲି ଜଣାପଡ଼ିଛି।

ଚଢ଼ାଉ ବେଳେ ଅଧିକାରୀମାନେ ଅର୍ଥ କାରବାର ସମ୍ପର୍କିତ କାଗଜପତ୍ର ଓ ନେଣଦେଣରରେକର୍ଡ ଯାଞ୍ଚ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।