Indian Pilot Smit Machchhar Hailed: ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ମୋଦିଙ୍କ ପ୍ରଶଂସା, କହିଲେ- ତାଙ୍କ ସାହସକୁ ସାଲ୍ୟୁଟ୍

Oct 01, 2026 - 15:36
Indian Pilot Smit Machchhar Hailed: ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ମୋଦିଙ୍କ ପ୍ରଶଂସା, କହିଲେ- ତାଙ୍କ ସାହସକୁ ସାଲ୍ୟୁଟ୍

ପାଇଲଟ ସ୍ମିତ ମଚ୍ଛାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀରେ UPSCର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସ୍ମିତଙ୍କ ଅଦମ୍ୟ ସାହସ ପୂରା ବିଶ୍ବକୁ ଗର୍ବିତ କରିଛି କହିଲେ ମୋଦି । କହିଲେ ଦେଶକୁ ଗୌରବାନ୍ବିତ କରିଥିବାରୁ ମୁଁ ତାଙ୍କୁ ସାଲ୍ୟୁଟ କରୁଛି । ସ୍ମିତଙ୍କ ଧୈର୍ଯ୍ୟ, ଉପସ୍ଥିତି ବୁଦ୍ଧି ଓ ସାହସ ବାସ୍ତବରେ ପ୍ରଶଂସନୀୟ । ସ୍ମିତ ଆଉ ଏକ 9/11 ଭଳି ଟ୍ରାଜେଡିକୁ ରୋକିପାରିଲେ ବୋଲି ମୋଦି କହିଛନ୍ତି। ଏଥି ସହ ସ୍ମିତଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିବାକୁ ଦେଶବାସୀଙ୍କୁ ମୋଦି ଅପିଲ୍ କରିଛନ୍ତି। ... 

ମଝି ଆକାଶରେ ଭୟଙ୍କର ଦୁର୍ଘଟଣାକୁ ଏଡ଼ାଇବା ସହ ୧୭୦ରୁ ଅଧିକ ଜୀବନ ବଞ୍ଚାଇଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ଇସ୍ରାଏଲ ଯାଉଥିବା ବିମାନରେ ଛୁରା ମାଡ଼ ଖାଇ ୧୭୦ରୁ ଅଧିକ ଜୀବନ ବଞ୍ଚାଇଲେ ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିଥ ମଚ୍ଛାର। ବର୍ତ୍ତମାନ ସେ ଆହତ ଅବସ୍ଥାରେ ସାଇଦି ଆରବର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ....

ଆଉ ଏକ ୯/୧୧କୁ ରୋକିଲେ ସ୍ମିତ- ମୋଦି
ପାଇଲଟ ସ୍ମିତ ମଚ୍ଛାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ଦିଲ୍ଲୀରେ UPSCର ଶତବାର୍ଷିକି ଉତ୍ସବରେ ଯୋଗ ଦେଇ ପ୍ରଶଂସା କଲେ
ସ୍ମିତଙ୍କ ଅଦମ୍ୟ ସାହସ ପୂରା ବିଶ୍ବକୁ ଗର୍ବିତ କରିଛି କହିଲେ ମୋଦି
'ଦେଶକୁ ଗୌରବାନ୍ବିତ କରିଥିବାରୁ ମୁଁ ତାଙ୍କୁ ସାଲ୍ୟୁଟ କରୁଛି'
'ସ୍ମିତଙ୍କ ଧୈର୍ଯ୍ୟ, ଉପସ୍ଥିତି ବୁଦ୍ଧି ଓ ସାହସ ବାସ୍ତବରେ ପ୍ରଶଂସନୀୟ'
ଆଉ ଏକ ୯/୧୧ ଭଳି ଟ୍ରାଜେଡିକୁ ରୋକିପାରିଲେ ସ୍ମିତ- ମୋଦି
ସ୍ମିତଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିବାକୁ ଦେଶବାସୀଙ୍କୁ ମୋଦିଙ୍କ ଅପିଲ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।