Six Policemen Injured in Stone-Pelting: ଗଣେଶ ଭସାଣ ବେଳେ ଟେକାପଥର ମାଡ଼, IICଙ୍କ ସମେତ ୬ ପୋଲିସ ଆହତ
ଭସାଣ ବେଳେ ଟେକାପଥର ମାଡ଼ରେ ୬ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ଥାନା ବରଦିଆ ଗାଁରେ ଘଟିଛି ଏ ଘଟଣା। ରାତି ୧୦ଟା ପରେ ଉଚ୍ଚ ସାଉଣ୍ଡ ସିଷ୍ଟମକୁ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଲୋକେ। ଗଣେଶ ଭସାଣ ବେଳେ ଟେକାପଥର ମାଡ଼ରେ ୬ ପୋଲିସ ଆହତ ହୋଇଛନ୍ତି। ଏହାକୁ ନେଇ ବରଦିଆ ଗାଁରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା।
ଆକ୍ରମଣରେ ପୋଲିସ IICଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଟେକାପଥର ମାଡ଼ରେ ଭାଙ୍ଗିଲା ୨ଟି ପୋଲିସ ଗାଡ଼ି। ୩ ଜଣଙ୍କୁ ଅଟକ ରଖି ମାହାଙ୍ଗା ପୋଲିସ ତଦନ୍ତ ଜାରି ରଖିଛି। ଆହତ ପୋଲିସ କର୍ମଚାରୀ ଚିକିତ୍ସିତ ହୋଇ ଫେରିଛନ୍ତି।...
ଭସାଣ ବେଳେ ଟେକାମାଡ଼: ୬ ପୋଲିସ ଆହତ
ସାଲେପୁର: ଗଣେଶ ଭସାଣ ବେଳେ ଟେକା ମାଡ଼ରେ ୬ ପୋଲିସ ଆହତ
ରାତି ୧୦ଟା ପରେ ଉଚ୍ଚ ସାଉଣ୍ଡ ସିଷ୍ଟମକୁ ବିରୋଧ କରିବାରୁ ଆକ୍ରମଣ
ମାହାଙ୍ଗା ବରଦିଆ ଗାଁରେ ଭସାଣ ବେଳେ ତୀବ୍ର ହେଲା ଉତ୍ତେଜନା
IIC ସମେତ ୬ ଆହତ, ଟେକାମାଡ଼ରେ ଭାଙ୍ଗିଲା ୨ଟି ପୋଲିସ ଗାଡ଼ି
୩ ଜଣଙ୍କୁ ଅଟକ ରଖି ମାହାଙ୍ଗା ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।