India’s UNSC Aspirations Get Boost: ଭାରତ ପାଇଁ ବଡ଼ କୂଟନୈତିକ ସଫଳତା; UNSCରେ ସଂସ୍କାର ଆଣିବାକୁ BRICS ଦେଶଗୁଡ଼ିକ ମଧ୍ୟରେ ସହମତି

Sep 13, 2026 - 18:55
India’s UNSC Aspirations Get Boost: ଭାରତ ପାଇଁ ବଡ଼ କୂଟନୈତିକ ସଫଳତା; UNSCରେ ସଂସ୍କାର ଆଣିବାକୁ BRICS ଦେଶଗୁଡ଼ିକ ମଧ୍ୟରେ ସହମତି

ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି। BRICS ମଞ୍ଚରେ ବଢ଼ିଲା ସମର୍ଥନ । UNSCରେ ସଂସ୍କାର ଆଣିବା ନେଇ BRICS ଦେଶଗୁଡ଼ିକ ମଧ୍ୟରେ ଯେଉଁ ସହମତି ଦେଖାଯାଇଛି, ତାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି ଦେଖାଯାଉଛି। ଭାରତ ଦୀର୍ଘ ଦିନ ଧରି UNSCରେ ସ୍ଥାୟୀ ସଦସ୍ୟ ପାଇଁ ଦାବି କରିଆସୁଛି।

ବର୍ତ୍ତମାନ UNSCର P5 ଦେଶ ମଧ୍ୟରେ ଚୀନ୍ ରହିଛି। ତେଣୁ UNSCର ଗଠନରେ ବଡ଼ ପରିବର୍ତ୍ତନ ଆଣିବା ପ୍ରକ୍ରିୟାରେ ବେଜିଂର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଭାରତର ଦାବିକୁ ନେଇ ଚୀନର ଆଭିମୁଖ୍ୟ ସବୁବେଳେ ସ୍ପଷ୍ଟ ଓ ସରଳ ରହିନାହିଁ। UNSCରେ ଭାରତକୁ ସ୍ଥାୟୀ ସଦସ୍ୟ କରାଗଲେ ଦକ୍ଷିଣ ଏସିଆର କୂଟନୈତିକ ସନ୍ତୁଳନ ଉପରେ ଏହାର ପ୍ରଭାବ ପଡ଼ିପାରେ। 

  • ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି
  • BRICS ମଞ୍ଚରେ ବଢ଼ିଲା ସମର୍ଥନ
  • UNSCରେ ସଂସ୍କାର ଆଣିବାକୁ BRICS ଦେଶଗୁଡ଼ିକ ମଧ୍ୟରେ ସହମତି 
  • ଭାରତ ପାଇଁ ବଡ଼ କୂଟନୈତିକ ସଫଳତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।