Indravati Water Level Rising Rapidly; Low-Lying Areas Put on Alert

Aug 31, 2026 - 18:03
Indravati Water Level Rising Rapidly; Low-Lying Areas Put on Alert

#ବଢୁଛି_ଇନ୍ଦ୍ରାବତୀ #ଲୋକେ_ଛାନିଆ!
ଇନ୍ଦ୍ରାବତୀରେ ବଢୁଛି ଜଳସ୍ତର, ଜଳ ନିଷ୍କାସନ ନେଇ ଆଗୁଆ ସତର୍କତା । ଗାଁ ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କତା କରାଯାଉଛି । ତେବେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଦ୍ରୁତଗତିରେ ବଢୁଛି ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ସୁଦ୍ଧା ଜଳସ୍ତର ୬୩୯ ଦଶମିକ ୬୦ ମିଟରରେ ପହଞ୍ଚିଥିବା ବେଳେ, ପୂର୍ଣ୍ଣ ଜଳଧାରଣ ସ୍ତର ରହିଛି ୬୪୨ ମିଟର। ଡ୍ୟାମର ସତର୍କ ସୀମା ୬୪୦ ମିଟର ଛୁଇଁଲେ ଆବଶ୍ୟକତା ଅନୁଯାୟୀ ଗେଟ୍ ଖୋଲି ଅତିରିକ୍ତ ଜଳ ନିଷ୍କାସନ କରାଯାଇପାରେ। ଏନେଇ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକର ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କତା ଜାରି ରହିଛି। ଲୋକଙ୍କୁ ନଦୀକୁ ନଯିବା, ନଦୀ ଜଳ ବ୍ୟବହାର ନକରିବା ଏବଂ ଗୃହପାଳିତ ପଶୁପକ୍ଷୀଙ୍କୁ ନଦୀଠାରୁ ଦୂରେ ରଖିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାପାଳ ମଧ୍ୟ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ...
#Indravati#WaterLevelRising#OdishaRain#Nabarangpur#FloodAlert#DamWaterRelease#OdishaNews#OdishaTV#OTV

The water level in the Indravati reservoir is rising rapidly due to continuous rainfall in the upper catchment, prompting advance warnings over possible water release. As of this morning, the water level stood at 639.60 metres, against the full reservoir level of 642 metres. The warning level is 640 metres, and gates may be opened as required to release excess water. The Indravati Project authorities are using public-address systems to alert people in low-lying areas of Tentulikhunti, Nandahandi and Nabarangpur blocks. People have been advised not to enter the river, use river water or allow domestic animals and birds near the river. The District Collector has also urged people to remain alert.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।