IPS Officer Bows Down to Serve Kanwariyas: କାଉଡ଼ିଆଙ୍କ ପାଦ ଧରି ସେବା କଲେ IPS ଅଫିସର, ସବୁଆଡେ ପ୍ରଶଂସା

Aug 10, 2026 - 16:33
IPS Officer Bows Down to Serve Kanwariyas: କାଉଡ଼ିଆଙ୍କ ପାଦ ଧରି ସେବା କଲେ IPS ଅଫିସର, ସବୁଆଡେ ପ୍ରଶଂସା

ଜୟପୁର SDPO IPS ଅର୍ଚ୍ଚିତା ମିତ୍ତଲ। ଗୁପ୍ତେଶ୍ୱର ଅଭିମୁଖେ ଯାଉଥିବା ବୋଲବମ୍ ଭକ୍ତଙ୍କର କରିଛନ୍ତି ପଦସେବା । ଜଣେ ଆଇପିଏସ୍ ଅଧିକାରୀ ଭକ୍ତଙ୍କ ପାଦ ଧରି ସେବା କରିବା ଏକ ବିରଳ ଘଟଣା ବୋଲି କୁହାଯାଉଛି ।  ଏନ୍ଏତ ସମୟରେ ପୋଲିସ ପକ୍ଷରୁ ସେବାମୂଳକ କାର୍ଯ୍ୟ କରାଯାଇଥାଏ ।

ପ୍ରତ୍ୟକ୍ଷଦର୍ଶୀଙ୍କ ମତ ଅନୁସାରେ, ସବୁ ଅଧିକାରୀ ଏପରି କରିବା କଥା ଓ ଶିଖିବା କଥା...  । ଡ୍ୟୁଟିରେ ଥାଇ, ପୋଲିସ ଡ୍ରେସ୍ ରେ ରହି ମଧ୍ୟ ଚାଲିଚାଲି ଯାଉଥିବା କାଉଡ଼ିଆଙ୍କ ପାଦରେ ମସାଜ୍ କରି ସେ ସେବା କରୁଥିବାର ଭିଜୁଆଲ୍ ଏବେ ସାମ୍ନାକୁ ଆସିଛି । ନୂଆ ନୂଆ ଚାକିରିରେ ଯୋଗ ଦେଇଥିବା ଏହି ଆଇପିଏସ୍ ଏହାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ମାନବିକତା ଓ ସେବା ପାଇଁ ସେ ସାଧାରଣରେ ପ୍ରଶଂସା ସାଉଁଟିଛନ୍ତି ।...

ପଦସେବା କଲେ IPS ଅଫିସର

କାଉଡ଼ିଆଙ୍କ ପଦସେବା କଲେ IPS ଅଫିସର 
ଜୟପୁର SDPO IPS ଅର୍ଚ୍ଚିତା ମିତ୍ତଲ କଲେ ପଦସେବା 
ବୋଲବମ ଭକ୍ତଙ୍କ କଲେ ପଦସେବା 
ଗୁପ୍ତେଶ୍ୱର ଅଭିମୁଖେ ଯାଉଥିବା ଭକ୍ତଙ୍କ କଲେ ପାଦ ମାଲିସ୍
ଡ୍ୟୁଟିରେ ଥାଇ କାଉଡ଼ିଆଙ୍କ କଲେ ପାଦ ସେବା 
ଅଧିକାରୀଙ୍କ ମାନବିକତା ପଦକ୍ଷେପକୁ ଛୁଟୁଛି ପ୍ରଶଂସା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।