Is Ambani the Real Boss of India: ଭାରତର ଅସଲ ବସ୍‌ କ’ଣ ଅମ୍ବାନୀ?

Oct 12, 2026 - 23:59
Is Ambani the Real Boss of India: ଭାରତର ଅସଲ ବସ୍‌ କ’ଣ ଅମ୍ବାନୀ?

"ଭାରତରେ ଇଣ୍ଟରନେଟ୍‌ ସେବାକୁ ନେଇ ଆମେରିକୀୟ ବିଲେନିଅର ଏଲନ୍‌ ମସ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ିଲା କି ତିକ୍ତତା?

ଷ୍ଟାରଲିଙ୍କ୍‌ର ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଭାରତରେ ଆରମ୍ଭ ହୋଇପାରୁନଥିବାକୁ ନେଇ ମସ୍କ ଉଠାଇଛନ୍ତି ପ୍ରଶ୍ନ ।

ଏପରିକି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଇଙ୍ଗିତ କରି ସେ ପଚାରିଛନ୍ତି “ଅମ୍ବାନୀ କ"ଣ ଭାରତର ଅସଲ ବସ୍‌?” ଅନ୍ୟପଟେ ସରକାର କହିଛନ୍ତି, ଷ୍ଟାରଲିଙ୍କ୍‌ ସମେତ ସମସ୍ତ ସାଟେଲାଇଟ୍‌ ଇଣ୍ଟରନେଟ୍‌ କମ୍ପାନୀଙ୍କୁ ସମାନ ନିୟମ ମାନିବାକୁ ପଡ଼ିବ ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।