Jainam Jain Success Story: ୧୪ବର୍ଷରେ କରିଦେଲେ କମାଲ, ବୁର୍ଜ ଖଲିଫାରେ ଅଛି ନିଜର AI କମ୍ପାନି

Jul 09, 2026 - 13:12
Jainam Jain Success Story: ୧୪ବର୍ଷରେ କରିଦେଲେ କମାଲ, ବୁର୍ଜ ଖଲିଫାରେ ଅଛି ନିଜର AI କମ୍ପାନି

"ଆପଣଙ୍କ ଘରେ ୧୪ ବର୍ଷର ପିଲାମାନେ କଣ  କରୁଛନ୍ତି ?

ଆପଣ ଏବେ ଆମ କଥାର ଉତ୍ତର ଦେବାକୁ ଯାଇ କହିବେ ସମସ୍ତଙ୍କ ପରି ସେମାନେ ଖାଉଛନ୍ତି , ଖେଳୁଛନ୍ତି , ପାଠ ପଢୁଛନ୍ତି ଏବଂ ଉବିଷ୍ୟତରେ ଯାହା ହେବାକୁ ଚାହାନ୍ତି ସେଥିପାଇଁ ସ୍ବପ୍ନ ଦେଖୁଛନ୍ତି।

କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେ ବିସ୍ମୟ ବାଳକଙ୍କ ବିଷୟରେ କହିବୁ।

ଯିଏ ମାତ୍ର ୧୪ ବର୍ଷ ବୟସରେ ଏଭଳି କାମ କରି ଦେଖାଇଛନ୍ତି ଯାହା ବଡ଼ ବଡ଼ ବିଜନେସ ଟାଇକୁନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆମେ କହୁଛୁ ଜୈନମ ଜୈନଙ୍କ କଥା।

ସେ  ଜଣେ ଭାରତୀୟ ବଂଶୋଦ୍ଭବ ଯିଏ ଖୁବ କମ୍ ବୟସରେ ଏଆଇ ଷ୍ଟାର୍ଟଅପ୍ କରି ଚର୍ଚ୍ଚାକୁ ଆସିଛନ୍ତି।

କେବଳ ସେତିକି ନୁହେଁ ଦୁବାଇର ପ୍ରସିଦ୍ଧ ବୁର୍ଜ ଖଲିଫାରେ ତାଙ୍କ କମ୍ପାନୀର କାର୍ଯ୍ୟାଳୟ ମଧ୍ୟ ରହିଛି।

ତେବେ କିଏ ଏହି ଜୈନମ ଜୈନ୍ ?

ଏତେ କମ ବୟସରେ ସେ କିପରି ଏ ଅସମ୍ଭବକୁ ସମ୍ଭବ କଲେ?

ଆସନ୍ତୁ ଜାଣିବା Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।